You are currently viewing ତପ୍ତପାଣି ସରକାରୀ ଆଶ୍ରମ ବିଦ୍ୟାଳୟ ବାଷିକ ଉତ୍ସବ ଅନୁଷ୍ଠିତ
ତପ୍ତପାଣି ସରକାରୀ ଆଶ୍ରମ ବିଦ୍ୟାଳୟ ବାଷିକ ଉତ୍ସବ ଅନୁଷ୍ଠିତ

ସାନଖେମୁଣ୍ଡି : ( ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦ ପୁର ପଞ୍ଚାୟତ ଅନ୍ତର୍ଗତ ତପ୍ତପାଣି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ ରେ ପୋଡାମାରୀ ଫାଣ୍ଡି ଅଧିକାରୀ ଶ୍ରୀ ଯୁକ୍ତ ପରମେଶ୍ୱର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସାନଖେମୁଣ୍ଡି ଅତିରିକ୍ତଶିକ୍ଷା ଅଧିକାରୀ,ରାମଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ ,

ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ଃ ମନୋରଞ୍ଜନ ରଥ ମୁଖ୍ୟ ବକ୍ତା ଭାବେ ପୋଡାମାରୀ ବନବିଭାଗ ର ରେଞ୍ଜର ବିଜୟ ପ୍ରକାଶ ବର ଓ ସନ୍ନମାନିତ ଅତିଥି ଟି ଗୋବିନ୍ଦ ପୁର ସରପଞ୍ଚ ମଙ୍ଗଳା ଗମାଙ୍ଗ ସମିତି ସଭ୍ୟ ଉବି ଦଳାଇ ପ୍ରମୁଖ ଯୋଗଦେଇଥିଲେ ସ୍ରବେ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ସରକାରୀ ଆଶ୍ରମର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରମ୍ଭାରିକ

ସଙ୍ଗୀତ ଗାନ କରିଥିଲେ କାର୍ଯ୍ୟକ୍ରମର ପର୍ମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର ବସିକ ବିବରଣୀ ପାଠ କରିଥିଲେ ତାପରେ ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଛାତ୍ର ଛାତ୍ରୀ ମାନଙ୍କୁ ଅଧାରୁ ପାଠ ନଛାଡ଼ି ଶୃଙ୍ଖଳିତ ହୋଇ ଶିକ୍ଷା ଗ୍ରହଣ କରିବାକୁ ଉଦେସ ଦେଇଥିଲେ କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗା ରଙ୍ଗ ଚିତ୍ର କସକ ନୂତ୍ୟ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶକ୍ଷୟିତ୍ରୀ ମେଟ୍ରନ ଏନ ଏମ ଆଦି ସହଯୋଗ କରିଥିଲେ ଶିକ୍ଷକ କ୍ରୀଷ୍ଣା ସାହୁଧନ୍ୟବାଦ ଅର୍ପଣ କାଯ୍ୟକ୍ରମ୍ ଟିକୁ ସାଙ୍ଗ କରିଥିଲେ