You are currently viewing ମୁନିଗୁଡାରେ ଆଧ୍ୟାତ୍ମୀକ ପରିବେଶରେ ଆରମ୍ଭ ହେଲା “ଶ୍ରୀରାମ ଭାଗବତ କଥା ମହେ।ତ୍ସଵ।”
ମୁନିଗୁଡାରେ ଆଧ୍ୟାତ୍ମୀକ ପରିବେଶରେ ଆରମ୍ଭ ହେଲା “ଶ୍ରୀରାମ ଭାଗବତ କଥା ମହେ।ତ୍ସଵ।”

,,,,,,,,,,,,,,,,,,,,,,,,,

ମୁନିଗୁଡା / ୧୦/୧୧. ୦୨୬ ଧର୍ମମାସ ପ୍ରାରମ୍ଭରୁ ରାୟଗଡା ଜିଲ୍ଲା ମୁନିଗୁଡାରେ ଦେବାଳୟ ମାନଙ୍କରେ ପ୍ରାତଃରୁ ସନ୍ଧ୍ୟା ଯାଏ ଆଧ୍ୟାତ୍ମିକ ଭାବନା ନେଇ ଭକ୍ତ ମାନଙ୍କ ଆଗମନ ଦେଖାଦେଉଛି।ଏହି ଆଧ୍ୟାତ୍ମିକ ତଥା ଧର୍ମ ଭାବନା ଓ ଜନତାଙ୍କ କଲ୍ୟାଣ ନିମନ୍ତେ ଦୀର୍ଘ ଆଠ ବର୍ଷ ହେଵ ମୁନିଗୁଡାର ରାଧାଦାମେ।ଦର ତଥା ପୁରୁଷୋତ୍ତମ ଭାଗବତ ଟୁଙ୍ଗି କମିଟି ପକ୍ଷରୁ ଧାର୍ମିକ ପୈ।ରାଣିକ ଅମୣତ କଥା ମୣତ ପ୍ରବଚନ ହେ।ଇ ଆସୁଛି। ଚଳିତଵର୍ଷ ମଧ୍ୟ ଏହି କମିଟି ଆନୁକୁଲ୍ୟରେ ଗତକାଲି ସେ।ମବାର ସନ୍ଧ୍ୟାରେ ବୣନ୍ଦାବନର ରାଧାକୁଣ୍ଡରୂ ଆସିଥିବା ପୂଜ୍ୟ ଶ୍ରୀ ମଦନ ଗେ।ପାଳ ଦାସ ମହାରାଜାଙ୍କ ଦ୍ଵାରା ଶ୍ରୀରାମ ଭାଗବତ କଥା ମହେ।ତ୍ସବ ବାଣିକୁ ଶତାଧିକ ନରନାରୀ ଭକ୍ତିପୁତ ଭାବେ ଶ୍ରଵଣ କରିଥିଲେ।ମୁନିଗୁଡା ପାଇକସାହିରେ ଅନୁଷ୍ଠିତ ପ୍ରଵେ।ଚନ ମଣ୍ଡପକୁ ଆଣିବା ପୂର୍ଵରୁ ମହାରାଜା ମଦନ ଗେପାଳଜୀ ଙ୍କୁ ନାମ ସଂକୀର୍ତ୍ତନ କରି ଶେ।ଭା ଯାତ୍ରାରେ ପ୍ରଵେ।ଚନ ମଣ୍ଡପକୁ ଅଣାଯାଇଥିଲା। ମହାରାଜା ପ୍ରଥମେ ମଣ୍ଡପରେ ପୂଜା ପାଉଥିବା ଥିବା ଜଗନ୍ନାଥଙ୍କ ବିଗ୍ରହ ଓ ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ପ୍ରଣାମ କରି ଆଶୀର୍ବାଦ ନେଇ
ପ୍ରଵେ।ଚନ ଦେଇ ସମସ୍ତଙ୍କ ମନମୁଗ୍ଧ କରି ୯ଦିନ ପଯ୍ୟନ୍ତ କଥା ମୣତ ଶୁଣି ନିଜକୁ ଧନ୍ୟ ମନେ କରିବାକୁ ଆଗ୍ରହ ସୣଷ୍ଟି କରିପାରିଥିଲେ।ଏହି କଥା ମୣତ ପ୍ରତିଦିନ ସଂନ୍ଧ୍ୟା ୬ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରେ ଆଳତୀ ସାରି ସମଵେତ ଶ୍ରେତା ମାନେ ପ୍ରସାଦ ସେଵନ କରି ସେହିଦିନର କାର୍ଯ୍ୟକ୍ରମ ସମାପ୍ତ କରିଵେ ଵେ।ଲି ଅନୁଷ୍ଠାନର ମୁଖ୍ୟ ଜାମି ମହେଶ ସୁଚନା ଦେଇଛନ୍ତି।