ଭୁବନେଶ୍ୱର: ଆନନ୍ଦ ଓ ରଙ୍ଗର ଙ୍ଗର ପର୍ବ ପବିତ୍ର ହୋଲି ପୂର୍ଣିମା ଅବସରରେ ଭାରତୀୟ କଳା ଓ ସଂଗୀତକୁ ଙ୍ଗ ଓ ରାସରେ 1ରେ ଭିଜା ଜାଇ ଏହାକୁ କୁ ଗୌରବାନ୍ବିତ କରୁଥିବା ବୃନ୍ଦାବନ ମହୋତ୍ସବ ପକ୍ଷରୁ ଏହାର ୮ ତମ
ଉତ୍ସବ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଚଳିତ ମାସ ୨ମାସ ୨୪ ଉପସ୍ଥାପିତ ହୋଇଥିବା ଏହି ତାରିଖରେ ଅନୁଷ୍ଠିତ ହେବ । ବିଶ୍ୱ ପ୍ରସିଦ୍ଧ
ବଂଶୀ ବାଦକ ପଦ୍ମ ବିଭୂଷଣ ପ୍ରାପ୍ତ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ବାରା ଉପସ୍ଥା
ବର୍ଷର ଷ୍ଟାର ଲାଇନ୍ ଅପ୍ରେ ର ଗ୍ରାମି ପୁରସ୍କାର ପ୍ରାପ୍ତ ତଥା ପଦ୍ମଭୂଷଣ ପ୍ରାପ୍ତ ବିଶ୍ଵମୋହନ ଭଟ୍ଟ ଓ ତାଙ୍କ ପୁତ୍ର

ପଣ୍ଡିତ ସଲିଲ ଭଟ୍ଟ ମଧ୍ଯ ଉପସ୍ଥିତ ରହିବେ । ଗ୍ବାଲିୟର, ଜୟପୁର ଓ ଆଗ୍ରା ଘରାନା ସଂଗୀତଜ୍ଞ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଉଲ୍ଲାସ କସାଲକରଙ୍କୁ ଅ ଆଲିକ୍ ସେନଗୁପ୍ତାଙ୍କ କଣ୍ଠ କଣ୍ଠ ସ୍ବର, ସରଓ୍ବାର ହୁସେନ୍ଙ୍କ ସାରଙ୍ଗିଏବଂ ପ୍ରବୀଣ କାସଲିକରଙ୍କ ହାରମୋନିୟମ ମାନିୟମ ସହଯୋଗ କରିବ।ଉଭୟ କଳାକାର ତାବଲାରେ ପଣ୍ଡିତ
ଯୋଗେଶ ସାମସି ଓ ତାବଲା ଓ ତାବଲା ମାଷ୍ଟ୍ରୋ ଉସ୍ତାଦ ଆଲ୍ଲାରଖାଙ୍କ ଶିଷ୍ୟ ଅଟନ୍ତି । ଅନିକେତ ମହାରଣା (ଓଡିଶା),

ମଧୁ ଚପାଇ (ଆସାମ), ନିବିର ଦେବ ଶର୍ମା (ଆସାମ), ଅଂଶୁଲ ଲାଖେରା (ନୂଆ ଦିଲ୍ଲୀ), ପୁଷ୍ପରାଜ ଦାଡସେନା (ଛତିଶଗଡ), ରୂପମ ଜ୍ଯୋତି କିର୍ଥନରାଜ ସେଠୀ (କର୍ଣାଟକ) ଏ ଏବଂ ଶ୍ରବଣ କ୍ୟୁରି ପଶ୍ଚିମ ବଙ୍ଗ ସମସ୍ତେ ବୃନ୍ଦାବନ ଗୁରୁକୂଳ ଭୁବନେଶ୍ବରରେ ଗୁରୁ-ଶିଷ୍ଯ ପରମ୍ପରାର ଭାରତୀୟ ପରମ୍ପରା ଅନୁଯାୟୀ ବଂଶୀ ବାଦନ ଶିଖିଛନ୍ତି । ତବଲାରେ ବିଶ୍ୱ ବିଶ୍ୱ ରଞ୍ଜନ ଜେନା ସହଯୋଗ କରିବା ସହ ନାଜିଆ
ଆଲାମ ସଂନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରିବେ । ଢ ଭାରତୀୟ ତୀୟ କଳା ଓ ସଂଗୀତର ପରମ୍ପରାକୁ ଆଗକୁ ବଢାଇବା ପାଇଁ ଯୁବ ସଂଗୀତଜ୍ଞଙ୍କୁ ତାଲିମ ଦେଉଥୁବା ସଂଗୀତ ଉତ୍କର୍ଷତାର ଅନୁଷ୍ଠାନ ବୃନ୍ଦାବନ ଗୁରୁକୂଳର ପୃଷ୍ଠପୋଷକମାନଙ୍କ ସହୃଦୟତା ଓ । ଓ ସମର୍ଥନ ବିନା ଏହି କାର୍ଯ୍ୟକ୍ରମ ବାସ୍ତବତାର ରୂପ ରୂପ ନେଇପାରିନଥାନ୍ତା।

