You are currently viewing ଜକର ଉଛ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବାକାର୍ଯ୍ୟକ୍ରମ ଅନୁଷ୍ଠିତ
ଜକର ଉଛ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବାକାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଲସରା 17/09/20025 ରତ୍ନାକର ଗୌଡ଼ ଜକର ଉଛ
ପ୍ରାଥମିକ ବିଦ୍ୟାଳୟର ପ୍ରଧାନ
ଶିକ୍ଷକ କିଶୋର ଚନ୍ଦ୍ର ଷଡ଼ଙ୍ଗୀ
ଅଧ୍ୟକ୍ଷତାରେ ସରକାର ଙ୍କ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି କାର୍ଯ୍ୟକ୍ରମର
ଉଦ୍ଦେଶ୍ୟ ପାଠ ପଢ଼ିପାରୁ ନଥିବା
ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ
ମାଧ୍ୟମରେ ପୁଣି ସାକ୍ଷାର କରାଇବା
ସରକାରଙ୍କ ଉଦେଶ୍ୟ ଏହି
କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ
ଜକର ଗ୍ରାମ ର ସବୁ ସାହି ଭ୍ରମଣ
କରି ସଚେତନ କରାଇଥିଲେ
ଏଥିରେ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ କିଶୋର ଚନ୍ଦ୍ର ବାରିକ
ବଳରାମ ଗୌଡ଼ , କାଳୀ ଚରଣ ପ୍ରଧାନ,ସୁରଜ୍ କୁମାର ସାହୁ,
ବସନ୍ତ କୁମାର ପାଢ଼ୀ,ବିନୋଦିନୀ ନାୟକ, ସୁଲତା କୁମାରି ପ୍ରଧାନ, ଅମ୍ବିକା ସ୍ୱାଇଁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ