You are currently viewing ବିକାଶ ପଥ ରେ ସାନଖେମୁଣ୍ଡି ବ୍ଲକ
ବିକାଶ ପଥ ରେ ସାନଖେମୁଣ୍ଡି ବ୍ଲକ

କିଛି ଦିନ ପୂର୍ବେ ସାନଖେମୁଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ “ଗାଁ କୁ ଚାଲ ଅଭିଯାନ” ରେ ପଦ୍ମପୁର ଗ୍ରାମ ପଂଚାୟତ ର ଅପହଞ୍ଚ ଇଲାକା ବଟକ ନଗର କୁ ପରିଦର୍ଶନ କରିଥିଲେ ଦୀଘ ଦିନ ଧରି 11 ଗୋଟି ପରିବାର ଚାଲ ଛପର ଘରେ ରହିଆସୁଥିବା ଦେଖିବାକୁ ପାଇଥିଲେ ବିଡିଓ ଶ୍ରୀ ଜିତେନ୍ଦ୍ର ମିଶ୍ର ସଂଗେ ସଂଗେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ଙ୍କ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରିବାକୁ କହିଥିଲେ ଗଞ୍ଜାମ ଜିଲ୍ଲାପାଳ ଖବର ପାଇଁ 11ଗୋଟି ପରିବାର କୁ ଅନ୍ତୋଦୟ ଯୋଜନାରେ ରେ ଘର ପାଇ ବର୍ତମାନ ଗୃହ କାଯ୍ୟ ଆଗେଇ ଚାଲିଛି,,, ବିଡ଼ିଓ ଶ୍ରୀ ଜିତେନ୍ଦ୍ର ମିଶ୍ର ପ୍ରତେକ ଦିନ ଗୃହ କାର୍ଯ୍ୟ ଯଥା ଶୀଘ୍ର କେମିତି ଶେଷ ହେବ ଲକ୍ଷ୍ୟ ରଖି ପରିଦର୍ଶନ କରୁଛନ୍ତି

ରିପୋର୍ଟ -ସପନ ଦାଶ