କଟକ : କଟକ ସଦର ୪୨ ମୌଜା ବନ୍ତୁଣିଆ ଗ୍ରାମ୍ୟ କମିଟି ପକ୍ଷରୁ ୪୨ ମୌଜା ଆଇ.ଆଇ.ସି. ଶ୍ରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସସମ୍ମାନେ ସମ୍ଭର୍ଦ୍ଧିତ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସଭାପତି ପୁଷ୍ପ ରଞ୍ଜନ ବିଶ୍ବାଳ,ସମ୍ପାଦକ ସତ୍ୟ ନାରାୟଣ ଦାଶ,କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେଠୀଙ୍କ ସମେତ ରଘୁନାଥ ଦାଶ,ବିଳାସ ଚନ୍ଦ୍ର ବେହେରା,ଦେବେନ୍ଦ୍ର ସେନାପତି, ରାଜ କିଶୋର ଭୋଇ,ନରେନ୍ଦ୍ର ଦାସ, ଉମେଶ ବେହେରା,ଅରକ୍ଷିତ ଦାସ, ଗୋବର୍ଦ୍ଧନ ମଲ୍ଲିକ,ବିଦ୍ୟାଧର ମଲ୍ଲିକ, ସଦାଶିବ ବିଶ୍ବାଳ,ନୃସିଂହ ଚରଣ ନାୟକ,ଅମିତାଭ ବିଶ୍ବାଳ,ଦୁର୍ଗା ପ୍ରସାଦ ସେନାପତି,ସୁରେନ୍ଦ୍ର ଭୋଇ, ଗୁରୁ ପ୍ରସାଦ ସାହୁ ଓ ବିଶ୍ଵଜିତ୍ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ବନ୍ତୁଣିଆ ଗ୍ରାମ୍ୟ କମିଟି ପକ୍ଷରୁ ୪୨ ମୌଜା ଥାନା ଅଧିକାରୀ ସମ୍ଭର୍ଦ୍ଧିତ ।
- Post author:Prafulla Sabat
- Post published:July 28, 2023
You Might Also Like

ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି।

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପୁରୁଷୋତ୍ତମପୁର ବ୍ଳକ ଆଙ୍ଗୁ ଗ୍ରାମରେ ପ୍ରାଣୀ ଚିକିଛା ଶିବିର ଅନୁଷ୍ଠିତ |

ପୁରୁଷୋତମପୁର ,ସ୍ଥାନୀୟ ତାରାତାରିଣୀ ମହାବିଦ୍ୟା ଳୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସକୁ ତିନି ଦିନ ଧରି ପାଳନ କରାଯାଇଅଛି ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ

ଖରିଫ ଧାନ ଚାଷ ନିମନ୍ତେ ଘୋଡାହଡ ଜଳଭଣ୍ଡାରରୁ ଜୁଲାଇ ୨୫ ରୁ ପାଣି ଛଡାଯିବ

କୋଦଳା କୋର୍ଟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ।

ପୁରୁଷୋତ୍ତମପୁର ବ୍ଳକରେ ନୂଆଁ ବିଡ଼ିଓ ଙ୍କ ଯୋଗ ଦାନ ଓ ଭିର୍ଣ୍ଣକ୍ଷମ ମାନଙ୍କ ନିମନ୍ତେ ମହତ କାର୍ଯ୍ୟ କଲେ .

ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ରେ ଏକଦିବସୀୟ କର୍ମଶାଳା

ବାଲୁଗାଁ ମହାବିଦ୍ୟାଳୟରେ ଟେଲି-ମାନସ୍ ସଚେତନତା କାର୍ଯ୍ୟକ୍ରମ
