ଦିଲ୍ଲୀଠାରେ ବାର୍ କାଅଁସିଲିଙ୍ଗ୍ ଅନ୍ତର୍ରାଷ୍ଟୀୟ ଳୟର ଏସୋସିଏସନ ସମ୍ମିଳନୀ ନୂଆ ଦିଲ୍ଲୀ ଠାରେ ସେପ୍ଟେମ୍ବର ,୨୩, ୨୪,ହେବାକୁ ଥିବା ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଯୋଗ ଦେବେ ବ୍ରହ୍ମପୁର ବରିଷ୍ଠ ଅକିଲ ତଥା ଓଡିଶା ବାର ଏସୋସିଏସନ ର ମେମ୍ବର ସଂଞିତ୍ ପାଣିଗ୍ରାହୀ ଓ ସିବରାମ ପାତ୍ର। ସଂଜିତ ପାଣିଗ୍ରାହୀ ଓଡିଶା ବାର ଏସୋସିଏସନ ର ମେମ୍ବର ଏବଂ ସିବରାମ ପାତ୍ର ଅଲ ଇଣ୍ଡିଆ ସେକ୍ରେଟେରୀ ଏହି ସମ୍ମିଳନୀ ରେ ଯଗୋ ଦେବେ। ଏହି ସମ୍ମିଳନୀରେ ପ୍ରଥମ ଦିନ ରେ ଭାରତ ର ପ୍ରଧାନ ମନ୍ତ୍ରୀ ଶୀ ନରେନ୍ଦ୍ର ମୋଦି ଦୁତିୟ ଦିନରେ ଭାରତର ଗୃହ ମନ୍ତ୍ରୀ ଅମିତ୍ ସାହା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ରହିଛି। ଏହି ପରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାରୁ ବ୍ରହ୍ମପୁର ବିଧାୟକ ସୁଭେଛା ଓ ଶୁଭକାମନା ବାର୍ତ୍ତା ମଧ୍ୟ ଜଣାଇଛନ୍ତି। ଏହିପରି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଲିଥିବାରୁ ଅକିଲ ସଘଂ ସଭାପତି ମିନତି ରଥ ସୁଭେଛା ଜଣାଇଛନ୍ତି ଅକିଲ ବନ୍ଧୁ ମାନେ ଖୁସି ଜାହିର କରିଛନ୍ତି। ତାଙ୍କ ସହିତ ଦୁଇ ଅକିଲ ବନ୍ଧୁ ମୋଦନ ମୋହନ ଦଳାଇ ଓ ସୁନିଲ୍ ପଟ୍ଟନାୟକ, ଉପସ୍ଥିତରହି ସହଯୋଗ କରିଥିଲେ। ବ୍ରହ୍ମପୁର ରୁ ନିମାଇ ଚରଣ ପଣ୍ଡା ଙ୍କ ରିପୋର୍ଟ।
