You are currently viewing ଖଲ୍ଲିକୋଟ ରାଣୀ ସୁଜ୍ଞାନ ଙ୍କ ବିୟୋଗ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଶୋକ
ଖଲ୍ଲିକୋଟ ରାଣୀ ସୁଜ୍ଞାନ ଙ୍କ ବିୟୋଗ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଶୋକ

ଖଲ୍ଲିକୋଟ :18/2 ଖଲ୍ଲିକୋଟ ରାଣୀ ସହେବା ତଥା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ 10 ଥର ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇଥିବା ଓଡିଶା ର ଅପ୍ରତିଦ୍ବନ୍ଦି ନେତ୍ରୀ ଦିବଂଗତ ସୁଜ୍ଞାନ କୁମାରୀ ଦେଓ ଙ୍କ ବିୟୋଗ ରେ ଭାରତ ର
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀ ଙ୍କ ପୁତୁରା ଡାକ୍ତର ସାକେଥ ରାମରାଓ ଙ୍କ ନିକଟକୁ ପଠାଇଥିବା ଏକ ଶୋକ ବାର୍ତା ରେ ଗଭୀର ଦୁଃଖ ପ୍ରକାଶ ଓଡିଶା ଜଣେ ନିସ୍ଵାର୍ଥ ପର ଓ ନିର୍ଭିକ ରାଜନେତା ଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି | ସ୍ବର୍ଗତ ସୁଜ୍ଞାନ ଦେଓ ଜଣେ ତୃଣ ମୃଲ ସ୍ତରର ନେତ୍ରୀ ଭାବେ ଜୀବନ ର ଅର୍ଦ୍ଧାଧିକ ସମୟ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରି ଅନେକ ବିକାଶ ବିକାଶ ସାଧତ କରିବା ସହ ତାଙ୍କ ପରିବାର ଓଡିଶା ଏକତ୍ରିକାରଣ କ୍ଷେତ୍ର ବଳିଷ୍ଠ ଭୂମିକା ରହିଛି |ତେଣୁ ଦିବଂଗତ ଅମର ଆତ୍ମା ର ସଦଗତି କାମନା କରିଥିବା ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )