କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ଶୁକ୍ରବାର 4,30 ସମୟରେ ଟ୍ରାଫିକ ଓ ଏମ ଭି ଆଇ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଚିନ୍ମୟ ଗଛାୟତ, ସିଭିଲ ଜର୍ଜ ବର୍ଣାଳୀ ତ୍ରିପାଠୀ, ଜେ ଏମ ଏଫ ସି ବିଜୟ ଲଷ୍ମୀ ଚୌଧୁରୀ ଯୋଗଦେଇ ଏମ ଭି ଆଇ ର ବିଭିନ୍ନ ନିୟମ ଟ୍ରାଫିକ ପରିଚାଳନା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସରକାରୀ ଆଇନଯିବି ସୁବାସ ଚନ୍ଦ୍ର ସାହୁ, ସରକାରୀ ଆଇନଜୀବୀ ସୁବ୍ରମଣୀ ଦାସ, ବରିଷ୍ଠ ଆଇନଯିବି ଭଗବାନ ହୋତା, ପ୍ରଫୁଲ କୁମାର ମିଶ୍ର,ଅବନୀ ମିଶ୍ର, କୈଳାସ ଡାକୁଆ, ମାନସ କୁମାର ମିଶ୍ର,ଭାଗିରଥି ନାୟକ, ହର ପ୍ରସାଦ ସାହୁ, ଗୋପାଳ କୃଷ୍ଣ ସାହୁ ଜମିର ଅଲ୍ଲୀ ଖାନ ଙ୍କ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
