You are currently viewing ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ।
ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ।

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଥମେ ଚାଟେଶ୍ୱରସ୍ଥିତ ଶୈବ ପିଠରେ ପୂଜା କରାଯିବା ସହ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା ଏହା ପରେ ଉତ୍କଳର ବରପୁତ୍ର ସତ୍ୟଭାମାପୁର ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତି ମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବସ୍ତି ଅଞ୍ଚଳରେ ଥିବା ଅସହାୟ ମାନଙ୍କୁ ବସ୍ତ୍ର,ଖାଦ୍ୟ ବଣ୍ଟନ କରାଯାଇଥିଲା ଉକ୍ତ କାଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟ ହରିହର ଦାସ, ଅବିନାଶ ସ୍ୱାଇଁ,ପ୍ରଦୀପ କୁମାର ସ୍ୱାଇଁ, ରଞ୍ଜନ କୁମାର ନାୟକ,ବବୁଳ ମଲ୍ଲିକ,ପ୍ରକାଶ ରାଉତ,ତୁଷାର କାନ୍ତ ମଲ୍ଲିକ,ଡାକ୍ତର ଅଶ୍ୱନୀ କୁମାର ଲେଙ୍କା,ଶୁଭଶ୍ରୀ ମହାପାତ୍ର,ତୃପ୍ତି ମୟୀ ସାହୁ,ଦୀପ୍ତି ରେଖା ମିଶ୍ର,ସସ୍ମିତା ବେହେରା ପ୍ରମୁଖ ଯୋଗଦେଇ ଅସହାୟ ମାନଙ୍କୁ ପୋଷାକ ଏବଂ ଖାଦ୍ୟ ବଣ୍ଟନ କରି ଖୁସି ବାଣ୍ଟିଥିଲେ l