You are currently viewing ବ୍ରହ୍ମପୁର ନଗର ହାଡ଼ିକୁଳ ମହା ସଂଘ ପକ୍ଷରୁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ।
ବ୍ରହ୍ମପୁର ନଗର ହାଡ଼ିକୁଳ ମହା ସଂଘ ପକ୍ଷରୁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ।

ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁର ନଗର ହାଡ଼ି କୁଳ ମହା ସଂଘ ପକ୍ଷରୁ ଶପଥ ପାଠ ଉତ୍ସବ ମହା ସଂଘର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦ୍ୱରା ସମ୍ପାଦନ ହାଇଥିଲା ।
ଏହି ଶପଥ ପାଠ ଉତ୍ସବ ରେ ସନ୍ନମାନ୍ନିତ ଅତିଥି ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦାନ କରିଥିଲେ ଏବଂ ସଂଘର ସଭାପତି ଶ୍ରୀ ସୁକାନ୍ତ ମୁଖୀ,ପୂର୍ବତନ କର୍ପ୍ରୋରେଟର ଓ ସଂଘର ଉପ ସଭାପତି ଶ୍ରୀ ଅନିଲ ନାୟକ,ସାଧାରଣ ସମ୍ପାଦକ,ଶ୍ରୀ ମନୋରଞ୍ଜନ ନିମାଇଁ,କୋଷାଧ୍ୟକ୍ଷ,ପ୍ରଶନ୍ନ ପେରା ମିଡ଼ିଆ ସେଲ ଶ୍ରୀ ତ୍ରିନାଥ କୁମାର ନାୟକ ଉପସ୍ଥିତ ରହି ଶପଥ ପାଠ ପରିଚାଳନା କରିଥିଲେ । ଏହି ଶପଥ ପାଠ ଉତ୍ସବରେ ପ୍ରାୟ ୬୦ ଜଣ ନୂଆ ସଦସ୍ୟ ଶପଥ ନେଲେ । ଶେଷରେ ମହା ସଂଘର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।