You are currently viewing ନୂଆଖାଇ ପାଳନକଲେ ଗଣଶିକ୍ଷାମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ
ନୂଆଖାଇ ପାଳନକଲେ ଗଣଶିକ୍ଷାମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ

ରାଇଘର (ଲାଲଧର ଦୁର୍ଗା )ଭାଦ୍ରବ ମାସ ଶୁକ୍ଳପଞ୍ଚମି ତିଥିରେ ଅର୍ଣ୍ଣରୂପକ ବ୍ରହ୍ମଙ୍କୁ ନିଜ ଇଷ୍ଟ ଦେବ ଙ୍କ ସହପିତୃ ପୁରୁଷଙ୍କୁ ଅର୍ପଣକରି ନବାନ୍ନଗ୍ରହଣ କରିବାର ଅନନ୍ୟପର୍ବ ହେଉଛିନୂଆଁଖାଇ, ଜନଜାତିବହୁଳ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନୂଆଁଖିଆ ପରବଆନନ୍ଦ ଉଲ୍ଲାସରେପାଳିତହୁଏ ଜନଜାତି ନିଜନିଜପାରମ୍ପରିକ ରୀତିନୀତିମୁତାବକ ନୂଆଁଖାଇ ପରବ ପାଳନ କରିଥାନ୍ତି ଜନଜାତି ବର୍ଗ ବ୍ୟତୀତ ଅନ୍ୟ ଅଧିବାସୀମଧ୍ୟ ନୂଆଁଖିଆ ପର୍ବ ପାଳନକରିଥାନ୍ତି ନିଜନିଜ ଗାଁରେ ଗ୍ରାମଦେବିଙ୍କ ନିକଟରେ ନବନ୍ନକରାଯାଇଥାଏ ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ନୂଆଁଖାଇ ପର୍ବପାଳନ କରିଛନ୍ତି, ଆଜି ମନ୍ତ୍ରୀ ଶ୍ରୀନିତ୍ୟାନନ୍ଦ ଗଣ୍ଡ ନିଜ ଗ୍ରାମରାଇଘର ବ୍ଲକ ଛେଳିଡଙ୍ଗରି ପଞ୍ଚାୟତ ର ଚିତ୍ରକଟ ଗ୍ରାମ ରେ ନୂଆଁଖାଇ ଛନ୍ତି, ନିଜପରିବାର ଙ୍କ ସହ ଏକାଠି ରହିବାର ଦେଖିବାକୁ ମିଳିଥିଲା ରିପୋର୍ଟ ଲାଲଧର ଦୁର୍ଗା )