ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ମାନ୍ୟବର ବିଧାୟକ ଶ୍ରୀ ନରସିଂ ଭତ୍ରା ଜାମୁରୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ପ୍ରେରଣା ଦେଇଛନ୍ତି
ରକ୍ତ ଅଭାବ ଯୋଗୁଁ ଯେପରି କେହି ମୃତ୍ୟୁମୁଖରେ ନପଡନ୍ତୁ ତାହା ସୁନିଶ୍ଚିତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ପିଲାଙ୍କୁ ଭଲ ପାଠ ପଢି ରାଜ୍ୟ ତଥା ଦେଶର ଉନ୍ନତିରେ ଯୋଗଦାନ କରିବାକୁ ପ୍ରେରଣା ଦେଇଛନ୍ତି।ଉମରକୋଟ ଋ ଲାଲଧର ଦୁର୍ଗା ଙ୍କ ରିପୋର୍ଟ ijbnews ଓଡିଶା
