You are currently viewing ଜିରୋ ଆଲିମ ଜାଲ ଜବତରେ ମତ୍ସ୍ୟ ଅଧିକାରୀଙ୍କୁସହଯୋଗ କାମନା କଲେ ମତ୍ସ୍ୟଜୀବି ମହାସଂଘ
ଜିରୋ ଆଲିମ ଜାଲ ଜବତରେ ମତ୍ସ୍ୟ ଅଧିକାରୀଙ୍କୁସହଯୋଗ କାମନା କଲେ ମତ୍ସ୍ୟଜୀବି ମହାସଂଘ

ରମ୍ଭା, ତା . ୫. ୧୦. ୦୨୪. ରିଖ , ଚିଲିକାରେ ଜିରୋ ଅଲିମ୍ ଜାଲ ମାଢ଼ି ଭିଡ଼ ଜିରୋ ଜାଲ କୁ ଜବତ କଲା ଜିଲ୍ଲା ମତ୍ସ୍ୟ ଅଧିକାରି।5/6 ଟି ଡଙ୍ଗାରୁ ଲକ୍ଷାଧିକ ଟଙ୍କାର ଜାଲକୁ ଉଦ୍ଧାର କରି ନିଜ ହେପାଜତରେ ରଖି ଡଙ୍ଗା ଗୁଡିକ ଛାଡ଼ି ଦେଇଛନ୍ତି । ଏହି ସମୟରେ ଚିଲିକା ମତ୍ସ୍ୟଜୀବି ମହାସଂଘ ଅନୁକ୍ଷଣ କରିଥିଲେ। ଚିଲିକାର ଦୁଇ ଶହ ଡଙ୍ଗା ଛୋଟ ଡିମ୍ବ ମିନକୁ ଧରି ବାଲୁଗାଁ ପେଣ୍ଠରେ ମାଛ ଜାଆଁଳା କୁ ମାଫିଆ ବ୍ୟବସାୟୀ ଙ୍କୁ କାରବାର କରିଥାଏ। ଆଗାମୀ ଦିନରେ ସଙ୍ଘ ଚିଲିକା ପେଣ୍ଠକୁ ଚଢ଼ାଉ କରିବାରେ ପଛ ଘୁଂଚା ଦେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହା ସହିତ ଚିଲିକାକୁ ଜବରଦଖଲ କରିଭଡ଼ା ଘର ତିଆରି କରି ରଖିଥିବା ମାଫିଆ ଅଣ ମତ୍ସ୍ୟଜୀବି ଙ୍କ ଠାରୁ ଛଡ଼ାଇ ନିଆଯିବ ବୋଲି ସଂଘ ନିଷ୍ପତି କରିଛନ୍ତି। ଚିଲିକା ମତ୍ସ୍ୟଜୀବି ମହାସଂଘ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉଭୟେ ମିଳିତ ବୈଠକ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟଲୋଚନ ହୋଇଥିଲା। (ରମ୍ଭା ରୁ ସୁଜିତ କୁମାର ବେହେରା )