You are currently viewing ହିଞ୍ଜିଳିକାଟୁରେ ଆମ ଆଦମୀ ପାର୍ଟିର ପ୍ରେସ ବିଜ୍ଞପ୍ତି
ହିଞ୍ଜିଳିକାଟୁରେ ଆମ ଆଦମୀ ପାର୍ଟିର ପ୍ରେସ ବିଜ୍ଞପ୍ତି

ହିଞ୍ଜିଳିକାଟୁ ପୈ।ର ପରିଷଦ ସ୍ଥିତ ରେ ଆମ ଆଦମୀ ପାର୍ଟି ଆସିକା ଲୋକସଭା ଆବାହକ ଭଜରାମ ସାବତ( ମିଟୁ)ଙ୍କ ଆବାହକତ୍ୱରେ ପ୍ରେସ ମିଟ ଅନୁଷ୍ଠିତ ହୋଇଯାଇଛି। ସରକାର ୪ .୫ କୋଟି ଜନତା ଙ୍କ ଆଶା ଆକାଂକ୍ଷା କୁ ଧୂଳିସାତ୍ କରି ନିଜର ପକେଟ୍ କୁ ଅତିଶୟ ଗରମ୍ କରିବା ଏକ ନିନ୍ଦନୀୟ ବୋଲି ସାମ୍ବାଦିକ ଙ୍କ ଆଗରେ ପରିପ୍ରକାଶ କରିଥିଲେ। ଶିକ୍ଷା, ବିଜୁଳି, ସ୍ବାସ୍ଥ୍ୟ,ଗମାନା ଗମନ ଓ କ୍ଷୁଦ୍ର ଜଳସେଚନ ପ୍ରତି କୈ।ଣସି ଉନ୍ନତି ମୂଳକ ପଦକ୍ଷେପ ନ ନେବାରୁ ସମାସ୍ୟା ବଢ଼ିଚାଲିଛି ଏଥି ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁ ଓ ଜନତା ଙ୍କ ଉନ୍ନତି କରାଯାଉ। ତତ ସଙ୍ଗେ ସଙ୍ଗେ ଆସିକା ଲୋକସଭା ଅଞ୍ଚଳ ( ହିଞ୍ଜିଳିକାଟୁ)ରେ ଶବଦାହ ପାଇଁ କାଠ ମିଳୁନାହିଁ ଏହା ଏକ ଦୁର୍ଭାଗ୍ୟଜନକ ହିଞ୍ଜିଳିକାଟୁ ବାସି ଙ୍କ ପାଇଁ ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହାହେଲେ ଆମ ଆଦମୀ ପାର୍ଟି ରାଜ ରାସ୍ତା କୁ ଓହ୍ଲାଇବେ।ତତ୍ ସହ ଆସିକା ବିଧାନ ସଭା ପ୍ରାର୍ଥୀ ରଞ୍ଜନ କୁମାର ରାଉତ ଆସିକା ର ବହୁ ପୁରାତନ ଚିନିକଳ ର ଉନ୍ନତି ଓ ଚାଷୀ କୁ ପ୍ରୋତ୍ସାହନ ଦେଲେ ଆଖୁଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ, ଆସିକା ସୂତାକଳ କୁ ପୁନଃ ଚାଲୁ କରିବା, ମୂଖ୍ୟ ମୁଦା ରଖିଥିଲେ ଦଶନ୍ଧି ଦଶନ୍ଧି ପଡ଼ି ରହିଥିବା (କଥା ରେ) ରେଳ ଲାଇନ୍ ବିଛାଇବା କଥା କାହାକୁ ଅଛପା ନାହିଁ। ତତ୍ ପରେ କୃଷକ ନେତା ନିଜର ବକ୍ତବ୍ୟ ରଖିଥିଲେ କୃଷି ଓ କୃଷକକୁ ଅଣ ଦେଖା କଥା ପରିପ୍ରକାଶ କରିଥିଲେ। ଓଡିଶାଙ୍କୁ ଲୁଟିଲେ ନେତା ଗରିବ ହେଲେ ଜନତା ଏହା ଜବାବ ଦେବେ ଜନତା l ଏହାକୁ ପରି ପ୍ରକାଶ କରିଛନ୍ତି ଆସିକା ଲୋକସଭା ଆବାହକ ଭଜରାମ ସାବତ l