You are currently viewing ଗୌତମୀ ଉଚ୍ଚ ବିଦ୍ୟାଳୟ ତରଫରୁ ସୁସ୍ଥ ମନ୍ଦିର ପରିବେଶ ନିମନ୍ତେ ସଚେତନତା ସଭା ଅନୁଷ୍ଠିତ
ଗୌତମୀ ଉଚ୍ଚ ବିଦ୍ୟାଳୟ ତରଫରୁ ସୁସ୍ଥ ମନ୍ଦିର ପରିବେଶ ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

ବ୍ରହ୍ମପୁର ତା ୨୨/୧୨/୨୫ଗୌତମୀ ଉଚ୍ଚ ବିଦ୍ୟାଳୟ ତରଫରୁ ଏବଂ ସି ଇ ଏସ ଭୁବନେଶ୍ୱର ସହଯୋଗ ରେ ଚଳିତ ବର୍ଷ ଗୌତମୀ ଗ୍ରାମ ର ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପରିସର ମଧ୍ୟରେ ଏକ ବଡ଼ ଧରଣ ର ପରିବେଶ ସମ୍ବନ୍ଧିତ ସଚେତନତା ସଭା ଅନୁଷ୍ଠିତ ହୋଇଥଲା। ଉକ୍ତ କାର୍ଯ୍ୟକ୍ରମ କୁ ବୟୋଜ୍ୟେଷ୍ଠ ଭଗବତ ପ୍ରେମି ପୂର୍ବତନ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ହରି ମୋହନ ଜେନା ଉଦଘାଟନ କରିଥିଲେ ପୂର୍ବତନ ଚେୟାରମ୍ୟାନ ଶ୍ରୀ ଅନ୍ତର୍ଜାମୀ ସ୍ୱାଇଁ ସରପଞ୍ଚ G ଝିଲି ରେଡ୍ଡୀ, ଅଧ୍ୟାପକ ଶ୍ରୀ ପ୍ରଣୟ ପ୍ରଭୁ ଜେନା, ମନ୍ଦିର ମହନ୍ତ ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ, ସମେତ ବିଦ୍ୟାଳୟ ର ସମସ୍ତ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପାଚିକା ଗୋଷ୍ଠୀ ର ସଦସ୍ୟ ସଦସ୍ୟା ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇ ଗ୍ରାମ ପରିକ୍ରମା ମନ୍ଦିର ପରିସର ସଫେଇ ଅଳିଆ କୁଣ୍ଡ ର ବ୍ୟବହାର ଯାହାକି ପରିବେଶ ବିଭାଗ ଓ ବିଦ୍ୟାଳୟ ର ସହଯୋଗରେ ଦୁଇଟି ଅଳିଆ କୁଣ୍ଡ ନିର୍ମାଣ କରଯାଇଛି ଶତାଧିକ ବୃକ୍ଷ ରୋପଣ, ଜଳଦାନ, ଯତ୍ନ ନିଆ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ମହାପାତ୍ର ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ସଫଳତା ର ସହ ସମାପ୍ତ ହୋଯାଇଛି