ଶେରଗଡ ବିଦୂତ ବିଭାଗ କାଯ୍ୟlଳୟ ପରିସରରେ ଶେରଗଡ ବ୍ଲକର ଦୁଇ ଜଣ ଛତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବକୁ ଗୋପାଳକୃଷ୍ଣ ପଣ୍ଡା (ଇ ଇ ହିଞ୍ଜିଳିକାଟୁ)ପରିଚାଳନା କରିଥିବାବେଳେ ଅନ୍ୟତମ ଶେରଗଡ଼ ବିଦୂତ ବିଭାଗ ଅଧିକାରୀ ଶୀଳାଭିତ (ଏସ ଡି ଓ ଶେରଗଡ଼) ଯୋଗ ଦେଇଥିଲେ l ପ୍ରଥମ ସ୍ଥାନରେ କେ କରଡ଼ାକଣା ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟର ଛାତ୍ରୀ ଲିପ୍ସା ମଳିକ (548) , ଦ୍ୱିତୀୟ ସ୍ଥାନରେ ବର୍ଷାରାଣୀ ପାଢ଼ୀ ଶେରଗଡ଼ ବାଳିକା( 547) ରଖି ଶେରଗଡ଼ ବ୍ଲକର ସନ୍ନମାନ ରଖିଛନ୍ତି l ଏହି ସମ୍ବର୍ଦ୍ଧନା ଉତ୍ସବରେ ସାମ୍ବାଦିକ ଅଖିଳ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ l ଏହି ଦୁଇ ଜଣ ଛତ୍ରୀଙ୍କୁ ଫୁଲତୋଡା,ଉପଢ଼ୋକଣ ଏବଂ ଗିଫ୍ଟ ଦେଇ ଦୁଇ ଜଣ ଛତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦୂତ ବିଭାଗାର କର୍ମ କର୍ତ୍ତା ଓ କୃତୀ ଛାତ୍ରୀଙ୍କ ପିତାମାତା ମାନେ ଉପସ୍ଥିତ ଥିଲେ।
ଗଂଜାମ ଜିଲ୍ଲା ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ
