କଟକ – କଳା ଦିବସ ତଥା ସହିଦ ଦିବସ ଉପଲକ୍ଷେ ଆଜି ସଂନ୍ଧ୍ୟାରେ କଟକ ଉପର ତେଲେଙ୍ଗା ଛକ ଠାରେ ଯୁବ ସମାଜ ସେବି ଉମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ ଏଥିରେ ସୁଧନ କୁମାର ଦତ୍ତ ମୁଖ୍ୟ ଅତିଥି ଓ ଫିରିଙ୍ଗ ବଜାର ପୂଜା କମିଟି ସମ୍ପାଦକ ନରେଶ କୁମାର ସାହୁ,ପୂର୍ବତନ କର୍ପୋରେଟର ଇତିଶ୍ରୀ ବେହେରା,ସଞ୍ଜୟ ମହାନ୍ତି,ସତ୍ୟନାରାୟଣ ପାତ୍ର,ସମ୍ପଦ କୁମାର ମଲ୍ଲିକ,ସଞ୍ଜୟ ଶର୍ମା, ସରୋଜ ସାହୁ,ନରେନ୍ଦ୍ର ବେହେରା, ଧନେଶ୍ୱର ବେହେରା, ରଜନୀକାନ୍ତ ମଲ୍ଲିକ ଅଲୁ ପ୍ରସାଦ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ସେଇ ଅମର ଯବାନ ଶ୍ରଦ୍ଧାଞ୍ଜଳି ଦେବସହିତ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ ! ଆୟୋଜୋକ ଯୁବ ସମାଜସେବୀ ଉମାକାନ୍ତ ମହାନ୍ତି କହିଲେ ଆଜି ଦେଶର ଜାଗ୍ରତ ପ୍ରହରୀ ହୋଇ ଦେଶପାଇଁ ବଳିଦାନ ଦେଇଥିବା ସେହି ସହିଦଙ୍କ ପ୍ରତି ଆଜିର ଆବାଳ ବୃଦ୍ଧ ବନିତା ଓ ସମସ୍ତ ଯୁବପିଢ଼ି ତାଙ୍କୁ ସ୍ମରଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇବା ଉଚିତ । ଏହି ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ ଓ ପଥଚାରି ସହିଦ ଯବାନଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ।
- Post author:Prafulla Sabat
- Post published:February 14, 2023
You Might Also Like

କୃଷି ଅଧିକାରୀଙ୍କ ଦ୍ୱାରା ଅମଳକ୍ଷମ ଧାନର ମୂଲ୍ୟାୟନ
ବେଳଗୁଣ୍ଠା।

ଆତ୍ମସୁରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ

ସର୍ଜନଶୀଳ ତଥା ଆଦର୍ଶ ଓଡ଼ିଆ ପ୍ରାଣ ଥିଲେ ସଂଗ୍ରାମୀ ଦୋଳଗୋବିନ୍ଦ : ଗାନ୍ଧୀବାଦୀ ନାରାୟଣ ଚଂଦ୍ର (ଝରା ଭାଇ) ।

କଳାକାର ସଂଘ କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ଅନୁଷ୍ଠିତ

ଘୋଡାହଡ ଡ୍ୟାମରେ ବୃଷ୍ଟିଯଜ୍ଞ ଓ ମୁଖ୍ୟ ଗେଟ୍ ପୂଜା ଅନୁଷ୍ଠିତ

ରାଜଧାନୀରେ ଜୋରଧରିଲା ନକଲି ବସ୍ତିବାସିନ୍ଦା ଚିହ୍ନଟ ଦାବି

ରେଡ୍ ରିବନ୍ କ୍ଳବ୍ ତରଫରୁ ପୁରସ୍କାର ବିତ୍ତରଣ ଉତ୍ସବ

ବିଜେପି ବିଜେଡି କୁ ବାହା କରେଇଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ବିଜ୍ଞାନ କଲେଜରେ ବିଶ୍ବ ଏଡ୍ସ ଦିବସ ସଚ଼େତନତା ଶିବିର।

ଦକ୍ଷିଣ ଘୁମୁସର ବନଖଣ୍ଡରେ ହସ୍ତୀ ସୁରକ୍ଷା ସଭା ଅନୁଷ୍ଠିତ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ ଘଟଣା: ଦୁଇ ଜଣ ବାରାହା ଶିକାରୀ ଗିରଫ
