You are currently viewing ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ
ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ

କଟକ : କଟକ ସଦର ୪୨ ମୌଜାସ୍ଥ ପାଟଣା ଗ୍ରାମର ସର୍ବ ପୁରାତନ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ମଣ୍ଡପରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା,ବଡ଼ଭାଇ ଶ୍ରୀ ବଳଦେବ,ପ୍ରଭୁ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନା ବେଶର ଅନୁଷ୍ଟିତ ହୋଇ ପୂଜାର୍ଚ୍ଚନା କରାଯାଇଛ । ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ସମସ୍ତଙ୍କୁ ଆଶ୍ରିବାଦ ପ୍ରଦାନ କରିବାକୁ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସଦା ପାର୍ଥନା କରୁଛନ୍ତି ।