You are currently viewing ପିଡିଏସ୍ ଚାଉଳ ଚାଲାଣ ବେଳେ ଧରାପଡ଼ିଲା
ପିଡିଏସ୍ ଚାଉଳ ଚାଲାଣ ବେଳେ ଧରାପଡ଼ିଲା

ରାଉରକେଲା, ୮/୭ :
ରାଉରକେଲା ଏସ୍‌ଆଇ ଗୋଦାମରୁ ନୂଆଗାଁ ବ୍ଲକ୍ କର୍କଟନାସା ପଞ୍ଚାୟତକୁ ଯାଉଥିବା ଏକ ପିଡିଏସ୍ ଚାଉଳ ବୋଝେଇ ଟ୍ରକ ଲାଠିକଟା ବିରକେରାସ୍ଥିତ ନାକଖଣ୍ଡିରୁ ନବତ ହୋଇଛି। ଜବତ ଟ୍ରକରୁ ୫୦% ପିଡ଼ିଏସ୍ ଚାଉଳ ବିକ୍ରି କରି ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଗାଡ଼ିକୁ ଜବତ କରିଛି। ଅନ୍ୟପକ୍ଷରେ ଡ୍ରାଇଭର ଟ୍ରକକୁ ପାନପୋଷନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ କିଛି ଯୁବକ ଚୋରି କରି ନେଇଥିବା ଅଭଯୋଗ ଆଣିଛନ୍ତି। ନିଛାଟିଆ ସ୍ଥାନରେ ପିଡିଏସ୍ ଚାଉଳ ଅନ୍‌ତଂ ହେଉଥିବା ଦେଖି ସ୍ଥାନୀୟ ସ୍ଥାନୀୟ ଲୋକେବିରୋଧ କରିଥିଲେ। ଏ ସଂପର୍କରେ ଉଭୟ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ପାଣ୍ଡି ଓ ଲାଠିକଟା ଥାନାକୁ ଜଣାଇଥିଲେ ।
𝕀𝕁𝔹 ℕ𝕖𝕨𝕤
𝐍𝐢𝐥𝐚𝐤𝐚𝐧𝐭𝐡𝐚 𝐩𝐫𝐚𝐝𝐡𝐚𝐧