You are currently viewing କଟକ ଜିଲ୍ଲା ଯାଦବ ମହାସଭା ଜିଲ୍ଲା କମିଟି ପୁର୍ନଗଠନ ।କଟକ ଜିଲ୍ଲା ମହିଳା ସଭାନେତ୍ରୀ ହେଲା ସୁଭଦ୍ରା ଦାସ
କଟକ ଜିଲ୍ଲା ଯାଦବ ମହାସଭା ଜିଲ୍ଲା କମିଟି ପୁର୍ନଗଠନ ।କଟକ ଜିଲ୍ଲା ମହିଳା ସଭାନେତ୍ରୀ ହେଲା ସୁଭଦ୍ରା ଦାସ

ରବିବାର କଟକ ସଦର ୪୨ ମୌଜାସ୍ଥିତ ଯଶୋଦା ଗାଡେନରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ଜିଲ୍ଲା ଯାଦବ ମହାସଭା ଜିଲ୍ଲା କମିଟି ପୁର୍ନଗଠନ ହୋଇଯାଇଛି । କଟକ ଜିଲ୍ଲା ମହିଳା ସଭାନେତ୍ରୀ ସୁଭଦ୍ରା ଦାସଙ୍କୁ ଜିଲ୍ଲା ଚୟନ କମିଟି ତରଫରୁ ମହିଳା ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି ଜିଲ୍ଲା କମିଟି ଓ ଉତ୍କଳ ଯାଦବ ମହାସଭା ସଭାପତି ଶ୍ରୀଯୁକ୍ତ ଆଶୀର୍ବାଦ ବେହେରା ମହୋଦୟ, କାର୍ଯ୍ୟକାରୀ ସଭାପତି ସମ୍ମାନସ୍ପଦ ସୁବାଷ ବେହେରା ମହୋଦୟ, ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ଯୁବ ସଭାପତି ଇଂ. ପ୍ରଦୀପ ବେହେରା ଓ ଅନ୍ୟ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।


କଟକ ୪୨ ମୌଜାସ୍ଥିତ ଯଶୋଦା ଗାଡେନରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନବନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ସମର ବେହେରାଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି ।