You are currently viewing ଶିଶୁ ମଙ୍ଗଳ କ୍ଲବର ଦିତିୟ ବାର୍ଷିକ ଉତ୍ସବ ପଲିତ
ଶିଶୁ ମଙ୍ଗଳ କ୍ଲବର ଦିତିୟ ବାର୍ଷିକ ଉତ୍ସବ ପଲିତ

କଟକ ସଦର କିଶୋରନଗର ସ୍ଥିତ ରାଜ କୃଷ୍ଣ ଶିଶୁ ନିକେତନ ପରିସର ରେ କିଶନନଗର ଶିଶୁ ମଙ୍ଗଳ କ୍ଲବର ଦିତିୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଅଞ୍ଚଳର କୁନି କୁନି ପିଲାମାନଙ୍କୁ ନେଇ ନାଚଗୀତ,ଜଣା ଅଜଣା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ଲବର ସଭାପତି ସତ୍ୟ ରଞ୍ଜନ ବାରିକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ,,ମୁଖ୍ୟ ଅତିଥି ସରବେସ୍ୱର ମିଶ୍ର ମୁଖ୍ଯ ବକ୍ତା ଭବେ ପ୍ରତାପ ମଲ୍ଲିକ , ସିତରମ୍ ପଣ୍ଡା ଶରତ ଜେନା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।ସୌମ୍ୟ ରଞ୍ଜନ ପୁଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।,,