You are currently viewing ଶ୍ରୀ ବାବା ତୁମ୍ବେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା
ଶ୍ରୀ ବାବା ତୁମ୍ବେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢ ମୂଳ ପଞ୍ଚାୟତ ର ତୁମ୍ଭେ ସ୍ୱର ଠାରେ ଆଗାମୀ ତା ୧୪-୦୨-୨୦୨୪ ଠାରୁ ସପ୍ତଦିନ ବ୍ୟାପି ହେବାକୁ ଥିବା…ମନ୍ଦିର ପୁନରୁଦ୍ଧାର ପ୍ରାସାଦ ପ୍ରତିଷ୍ଠା ଏବଂ ହରିହରାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆଜି ଯଜ୍ଞଶାଳାର କାର୍ଯ୍ୟ ଶୁଭାରମ୍ଭ ପଣ୍ଡିତ ଶ୍ରୀ ଗୌରୀ କୁମାର ମିଶ୍ରଙ୍କ ପୌରହିତରେ ମୁଖ୍ୟ କର୍ତ୍ତା ଶ୍ରୀ ପ୍ରକାଶ ଚନ୍ଦ୍ର ତିଆଡି ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଯଜ୍ଞ ପରିଚାଳନା କମିଟିର ସଭାପତି ଶ୍ରୀ ଜୟରାମ ସ୍ୱାଇଁ ,ଉପସଭାପତି ଶ୍ରୀ ବୁଲା ଜେନା, ସମ୍ପାଦକ ଶ୍ରୀ ବସନ୍ତ ଭୂୟାଁ ,ସରପଞ୍ଚ ପ୍ରଶାନ୍ତ କୁମାର ପରିଡା ,ପ୍ରସନ୍ନ ସ୍ୱାଇଁ ,ପୂର୍ଣ୍ଣ ଚନ୍ଦ୍ର ବେହେରା ,ଦେବାଶିଷ ସ୍ୱାଇଁ ,ଅରୁପା ଡାକୁଆ ,ନବକିଶୋର ସ୍ୱାଇଁ ,ଶ୍ରୀନିବାସ ପ୍ରଧାନ,ରବି କୁମାର ବିଶୋଇ ସରୋଜ ଚନ୍ଦ୍ର ଦାସ , ନିମାଇଁ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ମହାନ୍ତି ଙ୍କ ସମେତ ସମସ୍ତ କର୍ମୀ କର୍ତ୍ତା ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।