କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର କିନ୍ତୁ ଏଠାରେ ଭିର୍ଣ୍ଣ କଥା ଦେଖିବାକୁ ମିଳୁଛି ଚାଷ ଅଛି ଯାହାର କେତେ ଦୁଃଖ କଷ୍ଟ ତାହାର l
ସ୍ଥାନୀୟ ମହାନଦୀ ପଠା ରେ ରହୁଥିବା ଶହଶହ ଗାଈଗୋରୁ ରତିରେ ଆସି ଈଶlଣିବ୍ରହ୍ମପୁର ପାଞ୍ଚଯାତର ଭୋଇପଡl. ବେଣିପୁର. ମଲୀପୁର ଓ କିଶୋର ନଗର ପଂଚାୟତର ବାଲିସୁକୁରି ଗ୍ରାମର ଏକର ଏକର ଅମଳ ଅପେକ୍ଷାରେ ଥିବା ଧାନ ଓ ଅନ୍ୟାନ ଫସଲ ନଷ୍ଟ କରୁଛନ୍ତି l ଏଥିପାଇଁ ଚାଷୀ ମୁଣ୍ଡରେ ଚଡକ ପଡିଛି l ଦୁଇଟି ଯାକ ପଂଚାୟତ ବାସି କିଶୋର ନଗର ତାସିଲଦାରଙ୍କୁ ଲିଖିତ ଆକାରରେ ଜଣାଇବା ସ୍ୱତେ କୌଣସି ସୁଫଳ ମିଳୁନିl
ଏଥିପାଇଁ ଚାଷୀ ମହଲରେ ଗଭୀର ଅସନ୍ତୋଷ ଦେଖିବାକୁ ମିଳୁଛି l

କଟକ ସଦର (ଶସ୍ମିତା ବାରିକ)
