ସାନଖେମୁଣ୍ଡି :୧୧/୧୨/୨୨ (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ରାଜନାପଲ୍ଲି ଠାରେ ସ୍କୁଲ ପିଲାମାନଙ୍କ ଓ ସ୍କୁଲ ର ଉନ୍ନତି କରଣପାଇଁ ସ୍କୁଲ ପିଲାମାନେ କେମିତି ଭଲସେ ପାଠ ପଢିପାରିବେ ତାହାରି ଉପରେ ଆଲୋଚନା ହୋଇଥିଲା ଓ ବହୁ ଆଡମ୍ବର ଭାବରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ FLN, LRP ବିଷୟରେ ଆଲୋଚନା କରାଗଲା l ଏହି ବୈଠକରେ ପ୍ରାୟ ୫୦ରୁ ଅଧିକ ଅଭିଭାବକ ଉପସ୍ଥିତ ଥିଲେ l ଶିକ୍ଷକ ସଦାଶିବ ପାଢ଼ୀ ପରିଚାଳନା କରିଥିଲେ l

