You are currently viewing ଲେମ୍ବୁ ଓ ହଳଦୀ ର ସେବନ ଫଳରେ ଦୂରୀଭୂତ ସମସ୍ୟା
ଲେମ୍ବୁ ଓ ହଳଦୀ ର ସେବନ ଫଳରେ ଦୂରୀଭୂତ ସମସ୍ୟା

ଲେମ୍ବୁ ଓ ହଳଦୀ ଏହି ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ଯେତିକି ଶରୀର ପାଇଁ ମଧ୍ୟ ସେତିକି ଲାଭ ଦାୟକ ଲେମ୍ବୁ ଓ ହଳଦୀରେ ଆଣ୍ଟିଇନଫ୍ଲାମେଟ୍ରି, ଆଣ୍ଟିଅକ୍ସିଡାଣ୍ଟ, ଏବଂ ଆଣ୍ଟିବାୟୋଟିକ୍ ଭଳି ଗୁଣମାନ ରହିଛି ଏଥି ସହିତ ଏଥିରେ ଭିଟାମିନ-ଇ, ଭିଟାମିନ-ସି, ସୋଡିୟମ, ପଟାସିଅମ୍, ଭରପୁର ମାତ୍ରାରେ ରହିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ହିତକାରୀ ହୋଇ ଥାଏ ଅନନ୍ୟ ଯେଉଁ ମାନେ ମାନସିକ ଚାପ ରେ ରହୁଛନ୍ତି ଏହା ଖାଇବା ଦ୍ଵାରା କାମ ହୋଇ ଥାଏ ହଳଦୀ ଓ ଲେମ୍ବୁ ବ୍ୟବହାର କରିବା ଦ୍ଵାରା ଶରୀର ରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଜଟିଳ ରୁ ଜଟିଳତମ ସମସ୍ୟା ଦୂରୀଭୂତ କରିଥାଏ ମୁଖ୍ୟତ୍ଵ ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏହଳଦୀ ଓ ଲେମ୍ବୁ ଏହାର ଏକ ପ୍ରଣାଳୀ ପ୍ରତିଦିନ ଲେମ୍ବୁପାଣି ସହିତ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ଵାରା ଓଜନ ନିୟନ୍ତ୍ରଣ ହୋଇ ଥାଏ ଏହା ହାର୍ଟ କୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରି ଥାଏ ଅନ୍ୟ ଏକ ବିଷୟ ଏହା ସେବନ କରିବା ଦ୍ଵାରା ହାର୍ଟ ବ୍ଲକେଜ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ