You are currently viewing ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସଭା ଓ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସଭା ଓ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ।

କଟକ : ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ଦୀନ ଦୁଃଖୀଙ୍କ ବନ୍ଧୁ ତଥା ଦୈନିକ “ସମାଜ”ର ସଂପାଦକ ଗୋପବନ୍ଧୁ ଦାସଙ୍କୁ ପୁଣ୍ୟତିଥିରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ପକ୍ଷରୁ ସ୍ମୃତି ଚାରଣ ସଭା ସଭାପତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଜାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ରତ୍ନ ମିହିର କୁମାର ପତି,ମୁଖ୍ୟବକ୍ତା ପଟଣା ଗ୍ରାମର ଡକ୍ଟର ରାହୁଲ ମହାନ୍ତି ଓ ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ଅଭିଷେକ ମହାନ୍ତି,ରାକେଶ ମହାନ୍ତି,ପ୍ରସନ୍ନ ସ୍ୱାଇଁ,ସୃତିପ୍ରଜ୍ଞା ଦାସ,ସୁଭରାଜ୍ ମହାନ୍ତି,ସୃଷ୍ଟି ଦାସ ମହାପାତ୍ର ଆଦି ଉପସ୍ଥିତ ଥିଲେ । ସମ୍ପାଦକ ବରିଷ୍ଟ ସଙ୍ଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।