You are currently viewing ଭାଗବତ ପଠନ ଉଦଯାପିତ ।
ଭାଗବତ ପଠନ ଉଦଯାପିତ ।

କଟକ : ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ ମହାପ୍ରଭୁ ସେବା ଟ୍ରଷ୍ଟ ପକ୍ଷରୁ ୪୨ ମୌଜା କୂଳକଳପଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ସେବା ସମିତି ଓ ଭାଗବତ ଟୁଙ୍ଗି ପରିସରରେ ପଙ୍କଜ କୁମାର ମହାପାତ୍ର ପ୍ରତ୍ୟକ୍ଷ ତତ୍ବାବଧାନରେ ପବିତ୍ର ଭାଗବତ ପୂର୍ଣ୍ଣିମା ଅବସରରେ ଭାଗବତ ପଠନ କରାଯାଇଥିଲା। ଏଥିରେ କୈଳାସ ପରିଡା, ଜ୍ଞାନରଞ୍ଜନ ପରିଡା, ନୃସିଂହ ମହାପାତ୍ର, ଅସିତ ବିଶ୍ୱାଳ, ବିଶ୍ୱରଞ୍ଜନ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସରୋଜ ମହାପାତ୍ର, ବିକାସ ପରିଡା, ଅମିତି ମହାପାତ୍ର,ପିୟୁଷ ପରିଡା ପ୍ରମୁଖ ଉପସ୍ଥିିତ ଥିଲେ |