You are currently viewing ପଦ୍ମନାଭପୁର ଵଜରଙ୍ଗ ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।
ପଦ୍ମନାଭପୁର ଵଜରଙ୍ଗ ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ଦିଗପହଣ୍ଡି , ୨୩।୭।୨୪ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ପଦ୍ମନାଭପୁର ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ମଙ୍ଗଳବାର ଦିନ ଵଜରଙ୍ଗ ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ସଭାପତି ବସନ୍ତ କୁମାର ନାୟକ, ଉପସଭାପତି ସନ୍ତୋଷ ଜାନୀ, ସଂପାଦକ ଭଗବାନ ସେଠୀ, ଵୁଲୁ ପାଢ଼ୀ , ପ୍ରଶାନ୍ତ ପ୍ରଧାନ, ରୁପେଶୁ କୁମାର ପୃଷ୍ଟି , ଵୁଲୁ ମହାରଣା ଏବଂ ଦଳର ଅନନ୍ୟା ସଦସ୍ୟ ମାନେ ଉପସ୍ଥିତି ରହି ଆମ୍ବ , ହରିଡ଼ା, ବାହାଡ଼ା, ଜାମକୋଳି ସହିତ ବିଭିନ୍ନ ପ୍ରକାର ଔଷଧୀୟ ଜାତୀୟ ଗଛ ଲଗେଇଥିବା ଜଣାପଡିଛି।

ରିପୋର୍ଟ – ରବିକୁମାର ଶର୍ମା