You are currently viewing 15 କିଲ ଗଞ୍ଜଇସହ ଦୁଇ ଗିରଫ
15 କିଲ ଗଞ୍ଜଇସହ ଦୁଇ ଗିରଫ

ରାଇଘର (ଲାଲଧର ଦୁର୍ଗା )ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ପ୍ରଶାସନତରଫରୁ ସନ୍ଦ୍ୟାସମୟରେ ଫେଟ୍ରୋଲିଙ୍ଗକରିବା ସମୟରେ ଦୁଇ ଜଣ ଲକଙ୍କ ଫାଖରେ ଥିବା ତିନଟି ବ୍ୟଗ ଗିରଫକରିଛି ପୋଲିସ ସୂଚନା ପ୍ରକାରେ, ରାଇଘର ଗଞ୍ଜାପାରା ଆଇ ଟି ଆଇ ସମୁଖରେ ଥିବା ଲଷ୍ମୀବସ ଷ୍ଟେସନ ରେ ରାତି ପ୍ରାୟ 8ଗଣ୍ଟିକା ସମୟରେ ଦୁଇ ଜଣ ବ୍ୟକ୍ତି ତିନଟି ବ୍ୟଗ ଧରି ରାୟପୁର ବସକୁ ଅପେକ୍ଷା କରୁଥିଲେ ରାଇଘର ଥାନା ଏସ ଆଇ ମନରଞ୍ଜନ ବେହେରା ରାତିରେ ଫେଟ୍ରୋଲିଙ୍ଗ କରିବା ସମୟରେ ଏହି ଦୁଇ ଜଣ ବ୍ୟକ୍ତି ଙ୍କୁ ଲଷ୍ମୀବସଷ୍ଟାଣ୍ଡ ଆଇ ଟି ଆଇ ଗଞ୍ଜାପାରା ପାଖରେ ତିନଟି ବ୍ୟଗଧରି ବସିଥିବା ଦେଖିସନ୍ଦେହ ହେବାରୁ ସେମାନଙ୍କୁ ପଚାରିବାରୁ ସେମାନେ କିଛି ସନ୍ତସ ଜନକ ଉତ୍ତର ଦେଇ ପାରିନଥିଲେ ସେମାନେଧରିଥିବା ତିନଟି ବ୍ୟଗ ତଲ୍ଲାସି କରିବାରୁ ବ୍ୟଗଭିତରେ ଗଞ୍ଜେଇ ଥିବାଜାଣି ପାରିଥିଲେ ରାଇଘର ମାନନୀୟ ତହସିଲ ଦାରଙ୍କୁ ଉପସ୍ଥିତି ରେ ବ୍ୟଗ ଭିତରେ ସମୁଦାୟ 15କେଜି ଗଞ୍ଜେଇ ନିକିତିରେ ଓଜନ କରାଯାଇଥିଲା ଏହି ଦୁଇ ଜଣ ବ୍ୟକ୍ତି ହରିୟାଣା ର ଇସାରଜିଲ୍ଲା, ରାଜଥଲଗ୍ରାମ ର ବିଜେଦ୍ର ସିଂ ଆନୁମାନିକ ବୟସ (35)ଓ ବଲଜିତ କୁମାର ଙ୍କ ବୟସ (28)ବର୍ଷସେମାନେ ରବି ନାମକ ବ୍ୟକ୍ତି ଙ୍କ କହିବା ପ୍ରକାରେ ଜୟପୁର ରୁ ଏହି ଗଞ୍ଜେଇ ଧରି ରାୟପୁର ଅଭିମୁଖେ ଯାଉଥିଲେ, ରାଇଘର ଥାନା ଏସ ଆଇ ମନରଞ୍ଜନ ବେହେରା ସେମାନଙ୍କୁ ରାତିରେ ଥାନାକୁ ନେଇ ମୁଖ୍ୟ ଗଞ୍ଜେଇ ଚଲାଣକରି ରବି ବିଷୟରେ ଅଧିକ ରୁ ଅଧିକ ଅନୁସନ୍ଦାନ କରିବା ଜାରି ରଖିଛନ୍ତି,ସୂଚନା ଥାଉକି ରୀତିମତ ଚରା ଗଞ୍ଜେଇ ଚାଲାଣ ହେଉଥିବା ନଜର ରହିଛି ମୁଖ୍ୟତଃ ଉମର କୋଟ ଓ ଝରିଗାଁ ର କିଛି ଅସାଧୁ ବ୍ୟବସାଇ ମାନେ ଗରିବ ଖଟିଖିଆ ମାନଙ୍କୁ ତାଲ କରି ଏହିରକେଟ ଚଲାଉଥିବା ଅଭିଯୋଗ ହେଇଛି ରାଇଘର ରୁ( ଲାଲଧର ଦୁର୍ଗା )ଙ୍କ ରିପୋର୍ଟ