You are currently viewing ଯୁବକଙ୍କୁ ତଣ୍ଟିଚିପି ହତ୍ୟା
ଯୁବକଙ୍କୁ ତଣ୍ଟିଚିପି ହତ୍ୟା

ଅଭିଯୋଗ ଆଣିଲେ ପରିବାର ବର୍ଗ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାରୁପଡା ବସ୍ତି ତଥା ୬ ନଂ ଓ୍ବାର୍ଡର ବାସିନ୍ଦା କିଶୋର ଗନ୍ଧା ବୟସ ଆଖାପାଖି ୪୨ । କୈାଣସି କାରଣ ବଶତଃ ପୁର୍ବ ଶତୃତାକୁ କେନ୍ଦ୍ର କରି ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ ଉକ୍ତ ଘଟଣାକୁ କେନ୍ଦ୍ର କରି ରାଜଗାଙ୍ଗପୁର ସରକାରି ଡାକ୍ତରଖାନାରେ କିଶୋର ଗନ୍ଧାଙ୍କ ଶରିରର ଡାକ୍ତରି ଯାଞ୍ଚ କରାଯାଇ ଶବ ଗୃହ ଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଜଗାଙ୍ଗପୁର ପୋଲିଶ ପକ୍ଷରୁ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରଖିଥିବା ନେଇ ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା।
ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।