You are currently viewing ମାସିକ ଋତୁ ଶ୍ରାବର ସ୍ୱଚ୍ଛତା ଓ ପରିଚାଳନା କାଯ୍ୟକ୍ରମ
ମାସିକ ଋତୁ ଶ୍ରାବର ସ୍ୱଚ୍ଛତା ଓ ପରିଚାଳନା କାଯ୍ୟକ୍ରମ

ଗଜପତି ଗୁମାବ୍ଲକ
23 ତାରିଖ ବା ଗୁରୁ ବର୍ ଦିନ ଗଜ ପତି ଜିଲ୍ଲା ଗୁମା ବ୍ଲକ ର ପଞ୍ଚାୟତ ଠାରେ netaji youth association ganjam ଦ୍ୱାରା ଗୋଟିଏ ସ୍ବାସ୍ଥ୍ୟ ସମଧୀୟ ସଚେତନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଏଥିରେ netaji youth association ର ମୁଖ୍ୟ ଶ୍ରୀ ହର୍ଷ ସାମଲ , ସିମାଞ୍ଚଲ୍ ଆଚାର୍ଯ୍ୟ, ଶ୍ରୀକାନ୍ତ ମେକାପ ,ବିନ୍ଦୁ ଲତା ମେକାପ, ମିଥୁନ ନାହାକ ଅତି ସୁନ୍ଦର୍ ଭାବେ ପରିଚାଳନା କରିଥିଲେ ସଭା କାର୍ଯ୍ୟ ରେ ସଂଠାନିକ ଭାବେ
ଆଶ୍ରୟ ଗଡ ର ସବିତା ସିଂ ସଂଯୋଜନା କରିଥିଲେ ।

ସଭାରେ 100r ଜଣ ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିଲେ । ବୈଠକ ରେ ମହିଳା ମାନକ ଋତୁ ସ୍ରାବ ର ସୁସ୍ଥ ଓ ସ୍ୱଚ୍ଛ ପରି ଚାଳନା କୁ ନେଇ ହର୍ଷ ସାମଲ ସୁଚାଇଥିଲେ ନେସନାଲ ସର୍ଭେ ଅନୁସାରେ 70 ରୁ 80 ଭାଗ ସ୍ତ୍ରୀ ଲୋକ ମାନେ napkin pade pade ବ୍ୟବହାର କରୁ ନଥିବା ରୁ ବିଭିନ୍ନ ପ୍ରକାରର ଅସାଧ୍ୟ ରୋଗ ରେ ପଡୁ ଥିବା ଦର୍ଶାଇ ଥିଲେ.


ସେଥି ପାଇ trival ଅଞ୍ଚଳ ରେ ଆଦିବାସୀ ଓ ପଛୁଆ ଅଂଚଳ ରେ ସମସ୍ତ ସ୍ତ୍ରୀ ଲୋକ କିପରି ପିରିୟଡ଼ ସମୟରେ ନିଜକୁ ସୁସ୍ଥ ଓ ପରିଚ୍ଛନ୍ନ ରଖିବେ ଘରେ ଘରେ ସଚେତନା କରିବାପାଇଁ ଗୋଟିଏ ମହିଳା ଟିମ୍ ଗଠନ କରିଥିଲେ ଉକ୍ତ ଟିମ୍ ରେ ଆଶ୍ରୟ ଗଡ ରୁ ସବିତା ସିଂ ଓ ଗୁମା, ସେରଙ୍ଗ ଅଞ୍ଚଳ ରୁ ଆମିଷ ଲିମା, ଅନିତା କରାଡ, ସୁନୀତା ଲିମା,


ଶିଳ୍ପା ଲିମା,ଦିବ୍ୟ ଯୋତି ପାଣି ,ବାସନ୍ତୀ ଲିମା , ମାର୍ଖମା ଲିମା, ରୁନୁମା ଜେନା ଟିମ୍ ରେ ଯୋଗଦେଇଥିଲେ ଓ ସଙ୍କଳ୍ପିତ ପଦକ୍ଷେପ ନେଇଥିଲେ ପ୍ରତି ଘରେ ପ୍ରତି ମହିଳା ଙ୍କୁ ଋତୁସ୍ରାବ ସମୟ ରେ ନିଜକୁ ସ୍ୱଚ୍ଛ ରଖିବାକୁ ଶଚେତନ କରିବା ପାଇଁ ସେବିକ ପଦରେ ଜଣେ ଭଲିଣ୍ଟର ନିଯୁକ୍ତି କରାଗଲା