ବାଲିଗୁଡା,ତା, ୧୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ଖଜୁରୀନାଳରେ ଥିବା ଏକ ଭଡା ଘରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ନାରାୟଣପୁର ଗ୍ରାମର ରବୀନ୍ଦ୍ର କୁମାର ପାଢୀ (୩୫) ଖଜୁରୀନାଳ ସାହିରେ ଏକ ଭଡା ଘରେ ରହି ଆସୁଥିଲେ । ସକାଳୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖି ସାହି ପଡିସା ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କ ବାପା ସିମାଞ୍ଚଳ ପାଢୀ ଆସି ଥାନାରେ ଏକ ଲିଖିତ ରିପୋର୍ଟ ଦେବା ପରେ ପୁଲିସ ଉପସ୍ଥିତରେ ଏକ ଅପମୃତ୍ୟୁ ମାମଲା ୬/୨୫ ରୁଜୁ କରି ଶବ କୁ ଜବତ କରି ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଶବବ୍ୟବଛେଦ ହେବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ଝୁଲନ୍ତା ଅବସ୍ଥାରେ ଯୁବକ ର ମୃତଦେହ ଉଦ୍ଧାର
- Post author:Prafulla Sabat
- Post published:March 17, 2025
You Might Also Like

ନାବାଳିକାଙ୍କୁ ବଳାତ୍କାର ଘଟଣା : ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ : ବ୍ୟବହୃତ ଗାଡି ଜବତ

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ହାଟପଦା ମାର୍କେଟରେ ଟିଣ ଭାଙ୍ଗି କଂସା ବାସନ ଦୋକାନରୁ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି

ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ହତ୍ୟା ଘଟଣା ପୁଣି ଜଣେ ଗିରଫ,

ବିନା ନୋଟିସରେ ଉଛେଦ, ଥାନାରେ ଅଭିଯୋଗ।

ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ, ରାଗିଂ କରିଥିବା ଛାତ୍ର ଗିରଫ,ସମ୍ପୃକ ୪ ଛାତ୍ର ଅଟକ*

ବସ କର୍ମଚାରୀଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ।

ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।

ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ।

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ

ସର୍ବସମ୍ମୁଖରେ ଧାରୁଆ ବ୍ଲେଡ୍ ସାହାର୍ଯ୍ୟରେ ବେକ କାଟି ଯୁବକ ଗୁରୁତର
