You are currently viewing ପିଲାବେଳେ ପାଠ ପଢାଇଥିବା ଦୁଇଜଣ ଶିକ୍ଷକ ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପିଲାବେଳେ ପାଠ ପଢାଇଥିବା ଦୁଇଜଣ ଶିକ୍ଷକ ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର :(ଦିଲୀପ କୁମାର ଚୋପ ଦାର ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ତାଙ୍କୁ ପିଲା ଦିନେ ପାଠ ପଢ଼ାଇ ଥିବା ଦୁଇ ଜଣ ଶିକ୍ଷକ ଙ୍କୁ ଭେଟିଥିଲେ |ବନ୍ତୋଲ ଗ୍ରାମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ପିଲାଦିନେ ପାଠ ପଢାଉ ଥିବା ଶିକ୍ଷକ ବିଛନ୍ଦ ପ୍ରଧାନ ଙ୍କ ଘରକୁ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ |ସେହିଭଳି ରାକସ ଗ୍ରାମର ତାଙ୍କର ଶିକ୍ଷକ ମହେଶଚନ୍ଦ୍ର ସାହୁ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ ଙ୍କ ସହ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଉପସ୍ଥିତ ଥିଲେ |