ମୁନିଗୁଡା ଲଡୀ ଶଙ୍କର ରାଓ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ଆଗୁଳ ଗ୍ରାମପଞ୍ଚାୟତ ର ଆଶ୍ରମ ବିଦ୍ୟାଳୟ ରେ ବିଦ୍ୟା ଅଧ୍ୟୟନ ପାଁଇ ରହି ଥିବା ଅନୁସୂଚିତ ଜାତି ଜନ ଜାତି ବର୍ଗ ର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ବଦଳ ରେ ସେମାନଙ୍କୁ ବିପଦ ସଂକଳ ସ୍ଥିତି ରେ ଭିବିନ କାମରେ ଶିକ୍ଷକ ନିୟଜିତ କରୁ ଥିବା ଦେଖିବାକୁ ମୁଲିଛି ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ଆଶ୍ରମ ବିଦ୍ୟାଳୟ ରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ଵାରା ପରି ଚାଳିତ ଏହି ବିଦ୍ୟାଳୟ ରେ ଚାରି ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କ ସହ ଦିବାଧ୍ୟାଇ ମାନେ ମଧ୍ୟ ଅଧ୍ୟୟନ ଶିକ୍ଷା ଲାଭ କୁରୁଥିଲା ବେଳ ଚାତ୍ରମାନଙ୍କୁ ବର୍ଷା ଋତୁରେ ଲୋଟାବୁଦା ସଫା କରିବା ଏବଂ ସେ ସୁବକୁ ଏକ କିମି ଉର୍ଦ୍ଧ ଦୂରରେ ବହିନେଇଁ ନାଳରେ ଫିଙ୍ଗିବା କାମରେ ଲଗାଇବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ସର୍ପା ଘାତ୍ର ଭୟ ସାଙ୍ଗ କୁ ନଦିନାଳ ରେ କମଳ ମୋତି ଚାତ୍ର ମାନେ ବୁଡି ମରିଯିବାର ଅନେକ ନଜିର ରହିଥିବା ବେଳେ ବିଦ୍ୟାଳୟ ର ଚାଠୁର୍ଥ ଶ୍ରେଣୀ କର୍ମାରୀ ମାନଙ୍କୁ କାହିଁକି ନିୟୋଜିତ କରାଯାଉ ନାହିଁ ତାହା ଚର୍ଚ୍ଚା ହେଉଛି।

ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ମାଙ୍କ ନାମରେ ଗଛଟିଏ ପାଇଁ ପିଲାମାନଙ୍କ କରିଥିବା କଥା କହୁଥିଲା ବେଳେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସେମାନେ ଅନ୍ତେବାସୀ ଛାତ୍ର ନୁହଁନ୍ତି ଦିବାଧ୍ୟୀୟୀ ଛାତ୍ରମାନେ ବୋଲି ଅଜିବ ଉତ୍ତର ଦେଉଛନ୍ତି ଉଚ୍ଚ କତୃପକ୍ଷ ଏ ଦିଗରେ ସଜବ ପଦକ୍ଷେପ ନେବାକୁ ସାଧାରରେ ଦାବୀ ହଇଛି।

