ପୋଲସରା:22.01.23 କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚାୟତ ନିବ୍ରାଚନ ରେ ପୋଲସରା ବ୍ଲକର ସମସ୍ତ ତଥା 26ଗୋଟି ପଂଚାୟତ ରୁ ପୁରୁଷ ଓ ମହିଳା ମିଶି 337ଜଣକୁ ଏସ ଆଇ ଆର ଡି ତରଫରୁ ବିଗ୍ନାନ ଶିକ୍ଷା ସଂସ୍ଥା ମାଧ୍ୟମରେ ତାଲିମ ପୋଲସରା ଏନଏ ସି ସ୍ଥିତ ସିଟି ସ୍କୁଲଠାରେ ତାଲିମ ଅନୁଷ୍ଠିତ ହୋଇଥିଲା l ଏଥିରେ ଏସ ଆଇ ଆ ଡି ତରଫରୁ ଆସିଥିବା ଚିଠି ଅନୁ ଯାଇ ସୁନିତା ରାଓ, ଦୁ ତିକୃଷ୍ଣ ନାୟକ, ଲଷ୍ମୀ ନାରାୟଣ ଆଚାରୀ, ଭୁବନେଶ୍ୱରି ରଥ, ଅଶ୍ୱିନୀ କୁମାର ପଟନାୟକ ଓ ସସ୍ମିତା କୁମାରୀ ଦାସ ପ୍ରଶିକ୍ଷଣ ଦାତା ମାନେ ପ୍ରଶିକ୍ଷଣୱାର୍ଡ ସଭ୍ୟା,ସଭ୍ୟା ମାନଙ୍କୁ ଦେଇଥିଲେ l ଏଇ କାର୍ଯ୍ୟକ୍ରମ ରେ ପ୍ରୋଗାମ କୋଡିନେଟର ଅନିଲ କୁମାର ଦାସ ରହି ପ୍ରଶିକ୍ଷଣ କାର୍ଯ୍ୟାକ୍ରମ ଟିକୁ ସୁନ୍ଦର ଭାବେ ସମାପନ କରିଥିଲେ, ଏହା ଏହିମାସ 16ତାରିକ୍ଷରୁ ଆରମ୍ଭ ହୋଇ 21ତାରିକ୍ଷ ରେ ସମାପ୍ତ ହୋଇଅଛି ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।
