ଦିଗପହଣ୍ଡି : ଦିଗପହଣ୍ଡି ଏବିଭିପି ନଗର କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ଦିଗପହଣ୍ଡି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଥିବା ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଧାନ ଆଚାର୍ଯ୍ୟ ସଷ୍ଟି ପ୍ରାସାଦ ବିଶୋଇ ଏବିଭିପି କାର୍ଯ୍ୟ କର୍ତା ରଜ୍ୟ ସୋସିଲ ମିଡିଆ ସହ ସଂଯୋଜୋକ ସୁନିଲ କୁମାର ଦୋରା ଗଞ୍ଜାମ ଜିଲ୍ଲା ସହସଂଯୋଜୋକ ଅମିତ୍ କୁମାର ରଥ ଗଞ୍ଜାମ ବିଭାଗ ସଂଘଟନ ମନ୍ତ୍ରୀ ଟୁକୁନା ମଲିକ ଦିଗପହଣ୍ଡି କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ରେ ମାଲ୍ୟାର୍ପଣ କରାଯାଇ ୧୬୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ସ୍ବାମୀଜୀଙ୍କ ଆଦର୍ଶକୁ ଅନୁସରଣ କରି ନିଜର ଲକ୍ଷ୍ୟ ପଥରେ ଆଗେଇ ଜିବାନିମନ୍ତେ ପ୍ରଧାନ ଆଚାର୍ଯ୍ୟ ନିଜର ଅଭି ଭାଷଣ ରେ କହିଥିଲେ ।

ଏହାପରେ ସ୍ଥାନିୟ ଖେମୁଣ୍ଡି ମହାବିଦ୍ୟାଳୟ ପରିସର ମଧ୍ଯ ରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ଏବିଭିପି କାର୍ଯ୍ୟ କର୍ତ୍ତା ଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଇଥିଲା ଏଥିରେ ମନୋଜ କୁମାର ସ୍ୱାଇଁ, ଚନ୍ଦନ ଡାକୁଆ, ରାମ ଦୋରା, ସନ୍ତୋଷ ଦୋରା, ଆଶିଷ, ଶୁଭମ୍ ଦିନବନ୍ଧୁ, ଆମର କାର୍ଯ୍ୟ କର୍ତ୍ତା ଉପସ୍ଥିତି ରହିଥିଲେ।
ଗଞ୍ଜାମ ଜିଲ୍ଲା ରୁ IJB NEWS.
