ଝାରସୁଗୁଡ଼ା
ଛତିଶଗଡ଼ ଅମ୍ବିକାପୁର ଗସ୍ତ ରେ ଯିବା ଅବସରରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ବିମାନ ରୁ ଓଲ୍ହାଇବା ପରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଏକ ଫଟୋ ଚିତ୍ର ମହାମହିମ ରାଷ୍ଟ୍ରପତି ଙ୍କୁ ଉପହାର ଦେଇଛନ୍ତି l ଝାରସୁଗୁଡ଼ା ବିମାନ ବନ୍ଦରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଏକ ଫଟୋ ଚିତ୍ର ମହାମହିମ ରାଷ୍ଟ୍ରପତି ଙ୍କୁ ଉପହାର ଦେଇଛନ୍ତି lବ୍ୟୁରୋ ରିପୋର୍ଟ IJB NEWS….
