You are currently viewing ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଶ୍ରୀ ଗୋପୀନାଥ ଉଛ ବିଦ୍ୟାଳୟରେନୃତନ କମିନ୍ତି ଗଠନ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଶ୍ରୀ ଗୋପୀନାଥ ଉଛ ବିଦ୍ୟାଳୟରେନୃତନ କମିନ୍ତି ଗଠନ

ଗଞ୍ଜାମ ଶିକ୍ଷାଧିକାରୀ ଗଞ୍ଜାମ ବ୍ରହ୍ମପୁରଙ୍କ ପତ୍ର ସଖ୍ୟା 22174ତା 11/11/2025ରିଖ ପ୍ରକାର
ଅଦ୍ୟ 12/12/2025ରିଖରେ ଜକର ଗୋପୀନାଥ ଉଚ୍ଚ ବିଦ୍ୟାଳୟ
ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତରେ
ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଅଛି ଉକ୍ତ ବୈଠକରେ
ନିକଟସ୍ଥ ପୁରୁଷୋତ୍ତମ ଉଛ ବିଦ୍ୟାଳୟ କଳମ୍ବର ପ୍ରଧାନ ଶିକ୍ଷକ
ଶ୍ରୀ ଯୁକ୍ତ ଚନ୍ଦ୍ର ଶେଖର ପ୍ରଧାନ
ପଯ୍ୟ ବେକ୍ଷଣ ଦାୟିତ୍ଵରେ ରହିଥିଲେ ଉକ୍ତ ବୈଠକରେ ଗ୍ରାମର
ସରପଞ୍ଚ ଶ୍ରୀ ମତି ଦୀପିକା କୁମାରୀ ବାରିକ ଓ ସମିତି ସଭ୍ୟ ଶ୍ରୀ ଶିବରାମ ନାହାକ ଏବଂ ସ୍ଥାନୀୟ
ବିଧାୟକ ପ୍ରତିନିଧି ଶ୍ରୀ ଯୁକ୍ତ ଦ୍ୱିତି କୃଷ୍ଣ ଗୌଡ଼ ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ରିହରି ଖଣ୍ଡୁଆଳ ସମେତ ସମସ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ ବୃନ୍ଧ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ଉକ୍ତ ସଭାରେ ଗ୍ରାମର ମହିଳା ଅଭିଭାବକ ବୃଦ୍ଧି ଜିବି ସମେତ ବହୁ
ଶିକ୍ଷକ ବ୍ୟକ୍ତି ଉପସ୍ଥିତରହି
ନିମ୍ନୋକ୍ତ ସଭ୍ୟ ମାନଙ୍କୁ ଚୟନ
କରିଥିଲେ ଯଥା ରାମକୃଷ୍ଣ ସ୍ୱାଇଁ
ରଶ୍ମିତା ନାହାକ, ବନିତା ରାଉତ, ରାମଚନ୍ଦ୍ର ନାହାକ, ରତ୍ନାକର ଗୌଡ଼ ,ପଦ୍ମନାଭ ସ୍ୱାଇଁ,ପରିଶେଷରେ ବିଦ୍ୟାଳୟର
ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ସାମନ୍ତରା,ଧନ୍ୟବାଦ ଅର୍ପଣ କରିଥିଲେ