You are currently viewing ଦୈନିକ ଖବର କାଗଜ ପ୍ରତିକାର ତରଫରୁ ଓଡିଶା ଗୌରବ ସମ୍ମାନ ପରିପ୍ରେକ୍ଷୀ ରେ ପ୍ରତିଯୋଗିତା ଆୟୋଜିତ।
ଦୈନିକ ଖବର କାଗଜ ପ୍ରତିକାର ତରଫରୁ ଓଡିଶା ଗୌରବ ସମ୍ମାନ ପରିପ୍ରେକ୍ଷୀ ରେ ପ୍ରତିଯୋଗିତା ଆୟୋଜିତ।

.ଦୈନିକ ସମ୍ବାଦପାତ୍ର ପ୍ରତିକାର ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପ୍ରଖ୍ୟାଳୟରେ ଓଡିଶା ଗୌରବ ସଂମ୍ମାନ ପରିପ୍ରେକ୍ଷୀରେ ଏକ ପ୍ରତିଯୋଗିତା ମୂଳକ, କଳା, ଚିତ୍ରାଙ୍କନ, ସାଧାରଣଜ୍ଞାନ,ବକୃତା , କୌତୁହଳ ବସ୍ତ୍ର, ଗଳ୍ପସଂକଳନ ମାନ କୁନି କୁନି ପିଲାମାନଙ୍କୁ ନେଇ ଅନୁଷ୍ଠାନିକ ଭାବରେ ପାଳିତ ହୋଇଥିଲା! ଏଥିରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରିୟଦର୍ଶି ମିଶ୍ର ଛୋଟ ଛୋଟ ପିଲାମାନଙ୍କୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଆଦର୍ଶରେ ପରିଚାଳିତ ହେବାପାଇଁ ଉଦବୋଦ୍ଧନ ଦେଇଥିଲେ ! ପ୍ରତିକାର ରପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଜ୍ଞାନ ବିକାଶର ନିମନ୍ତେ ଓଡିଶା ର ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗିତାକାରୀ ପ୍ରତିଭାବାନ ଛାତ୍ର, ଛାତ୍ରୀ ମାନଙ୍କୁ ଅନୁସଣ ଲକ୍ଷରେ ତାଙ୍କର ପ୍ରତିଭା ଜନ ମାନସରେ ପ୍ରତିପାଦନ
ରଖିବା ନିମନ୍ତେ ଦୀର୍ଘ 15 ବର୍ଷ ହେବ ପ୍ରୟାସ ଜାରିରଖିଛନ୍ତି ! ଏହି କାଯ୍ୟକ୍ରମ ଛୋଟ ପିଲାମାନଙ୍କ ପ୍ରତିଯୋଗିତାର ମାନଦଣ୍ଡ ପାଇଁ ବିଚାରକ, ସମୀକ୍ଷକ ମାନଙ୍କ ଦ୍ଵାରା ପ୍ରମାଣପାତ୍ର, ଉପପୌଢଙ୍କନ ,ପଦକ ଦେଇ ସଂମ୍ମାନିତ କରାଯାଇଥିଲା ! ଆସନ୍ତା 17 ତାରିଖରେ ହେବାକୁ ଥିବା ଓଡିଶାରେ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତମାନଙ୍କୁ ଓଡିଶା ଗୌରବ ସଂମ୍ମାନପ୍ରଦାନ କରାଯିବ ସେହି ଦିବସରେ ଛୋଟ ପିଲାମାନେ ପାରିଦର୍ଶତା ପ୍ରତିଭାମାନଙ୍କୁ ପ୍ରତିଭା ନିମନ୍ତେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଥିବା ମାନଙ୍କୁ ସେହିଠାରେ ସଂମ୍ମାନିତ କରାଯିବାର ରହିଛି! ଏହି କାଯ୍ୟକ୍ରମକୁ ପ୍ରତିକାର ସମ୍ବାଦପତ୍ର ର ବିଭିନ୍ନ ଜିଲ୍ଲାମାଙ୍କର ପ୍ରତିନିଧି ମାନେ ଯୋଗଦେଇ ପରିଚାଳନା କରି ! ଏକ ପ୍ରୀତିଭୋଜନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତା ସଂଗ୍ରାମ ରଣା,ସୁନ୍ଦର ବାରିକ, ପ୍ରମୋଦ କିଶୋର ପରିଡା, ସତ୍ୟପ୍ରକାଶ, ଦେବବ୍ରତ ପାଠକ ସରୋଜ ବାବୁ ଓ ଅନ୍ୟମାନେ ପରିଚାଳନା ରେ ସହଯୋଗ ରହିବା ସହ ! ଅଭିଭାବକ ମାନେ ଏଭଳି କାଯ୍ୟକ୍ରମକୁ ଭୂଇଁଶୀ ପ୍ରଶଂସା କରିଥିଲେ !