କୋଦଳା ର ସୌନ୍ଦର୍ଜୀକରଣ ପାଇଁ ଆବଶ୍ୟକୀୟ ସମସ୍ତ ସରକାରୀ ସୁବିଧା କୁ ଲୋକଙ୍କ ସେବାରେ ଉପଯୋଗ କରିବା ପାଇଁ ସଦା ତତ୍ପର କୋଦଳା NAC ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ…ପାର୍କ ନିର୍ମାଣ ହେଉ ଅବା କୋଦଳା ରେ ଆଲୋକୀକରଣ ବ୍ୟବସ୍ଥା ଏଵଂ ରାସ୍ତା ଘାଟ ତିଆରି କ୍ଷେତ୍ରରେ ନିଜେ ଚେଷ୍ଟା ଜାରୀ ରଖିବା ସହ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ କୁ ତଦାରଖ କରୁଛନ୍ତି… କୋଦଳା ୱାର୍ଡ ନଂ -10 (ଡାକ ବଙ୍ଗଳା ରାସ୍ତା)ର ଚଲା ରାସ୍ତା ରେ ପେଭର କାମ ଚାଲୁଥିବା ବେଳେ ଶ୍ରୀ ନାୟକ ନିଜେ ଉପସ୍ଥିତ ରହି କାର୍ଯ୍ୟ କୁ ତଦାରଖ କରୁଛନ୍ତି…।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
