You are currently viewing ୭୪ ତମ ବନ ମହୋତ୍ସବ ପାଳିଲେ ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯାଜକ ପରିବେଶବିତ୍ ଇଂ.ବିମଳ ଚଂଦ୍ର ଦାସ ।
୭୪ ତମ ବନ ମହୋତ୍ସବ ପାଳିଲେ ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯାଜକ ପରିବେଶବିତ୍ ଇଂ.ବିମଳ ଚଂଦ୍ର ଦାସ ।

କଟକ : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଏବଂ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା (ବିସିଟି) ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ, ରକ୍ତଦାତା ତଥା ପରିବେଶବିତ୍ ଇଂ.ବିମଳ ଚନ୍ଦ୍ର ଦାସ ଓ ତାଙ୍କ ପିତା ଗାନ୍ଧୀବାଦୀ ଲକ୍ଷ୍ମୀଧର ଦାସ (୯୦),ମାତା ଧର୍ମପ୍ରାଣା ଉର୍ମିଳା ଦାସ(୮୭) ନିଜ ଗ୍ରାମ ଡିହବାରିଙ୍ଗ ବରୀ ଅଞ୍ଚଳରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ୭୪ ତମ ବନ ମହୋତ୍ସବ ପାଳନ କରିବା ସହ ପରିବେଶ ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି କରିଛନ୍ତି । ତାଂକୁ ବିସିଟି କଟକ ଶାଖା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।