କୋଦଳା
2025-26 ଜାତୀୟ ଆୟାଭିତିକ ମେଧା ବୃତ୍ତି ପରୀକ୍ଷା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତ ସାତାନଳ ଗ୍ରାମ ମାତା ଆରତୀ ଜେନା ପିତା ମନୋଜ କୁମାର ଜେନା ଙ୍କ ଜ୍ୟେଷ୍ଠ ପୁତ୍ର ରୁଦ୍ର ପ୍ରସାଦ ଜେନା ବେଗୁନିଆପଡା ବ୍ଲକ ରେ କୃତିତ୍ୱ ହାସଲ କରିଛନ୍ତି l ସେ ସାତନାଳ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଧ୍ୟୟନରତ l ଏହି ସଫଳତା ପାଇଁ ସେ ପ୍ରଥମେ ବାପା, ମାଆ, ଦାଦା, ଖୁଡି, ଜେଜେ ବାପା, ଜେଜେ ମାଆ ସହିତ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଓ ଗୁରୁ ମାଆ ଙ୍କୁ ଶ୍ରେୟ ଦେଇଛନ୍ତି l ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l
