You are currently viewing ବିଜେପି ପକ୍ଷରୁ ହରଚଣୀ ସାହିରେଯୋଗ ଶିବିର ଓ ବୃକ୍ଷରୋପଣ
ବିଜେପି ପକ୍ଷରୁ ହରଚଣୀ ସାହିରେଯୋଗ ଶିବିର ଓ ବୃକ୍ଷରୋପଣ

ପୁରୀ,୨୧/୬- ଜୁନ୍ ମାସ ୨୧ ତାରିଖ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ଉପଲେଖ୍ୟ ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲା ସିଂହଦ୍ୱାର ମଣ୍ଡଳର ହରଚଣ୍ଡୀ ସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଯୋଗ ଗୁରୁ ବାସୁଦେବ ମହାପାତ୍ରଙ୍କ ତତ୍ୱାବଧାନରେ ଯୋଗ କାର୍ଯ କ୍ରମ କରାଯାଇଥିଲା ତତ୍ ସହିତ ବୃକ୍ଷ ରୋପଣ କରାଯାଇଥିଲା ।

ମଣ୍ଡଳର ସଭାପତି ରାଜକିଶୋର ପଣ୍ଡା ସାଧାରଣ ସମ୍ପାଦକ ଓ ଜିଲ୍ଲା ସ୍ବଚ୍ଛ ଭାରତ ସଂଯୋଜକ ରଜନୀ କାନ୍ତ ପଟ୍ଟନାୟକ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଚନ୍ଦନ ନାୟକ ଯୁବ ମୋର୍ଚ୍ଚା ପ୍ରଭାରୀ ଆଇନଜୀବୀ ଓ କଳାକାର ସତ୍ୟ ନାରାୟଣ ଶତପଥୀ ,ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି କମଳିନୀ ମହାପାତ୍ର ,ଉପସଭାପତି ପଦ୍ମଚରଣ ମହାପାତ୍ର, ଉପସଭାପତି ବଳଭଦ୍ର ମହାପାତ୍ର ଓ ସାଧାରଣ ସମ୍ପାଦିକା ସୁନୀତା ମହାରଣା ଓ ଦୁର୍ଲ୍ଲଭ ପଦାଧିକାରୀ ,ସନ୍ତୋଷ ନନ୍ଦ , ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ନମିତା ଦାଶ ,ସୁଷମା ପ୍ରଧାନ, ସୁଦୀପ୍ତା ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ସଂଗ୍ରାମ କେଶରୀ ଦାଶ ,ସୂର୍ଯ୍ୟ କୁମାର ପାଢ଼ୀ ,ମଦନ ମୋହନ ହୋତା , ହେମଲତା ମହାପାତ୍ର ,ଶ୍ୟାମ ସୁନ୍ଦର ମହାପାତ୍ର ଓ ସେହି ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ