You are currently viewing ନାମ ମାଷ୍ଟର ପାଣସ୍ୱାଇଁଙ୍କ ପରଲୋକ ଜକର ଗ୍ରାମରେ ଶୋକର ଛାୟା
ନାମ ମାଷ୍ଟର ପାଣସ୍ୱାଇଁଙ୍କ ପରଲୋକ ଜକର ଗ୍ରାମରେ ଶୋକର ଛାୟା

ପୋଲସରା05/07/2026 ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ବସବାସ
କରୁଥିବା ନାମ ମାଷ୍ଟର ପାଣ ସ୍ୱାଇଁ70ବର୍ଷରେ ଆଜି ସାନ୍ଧ୍ୟ 5ଘଣ୍ଟା ସମୟରେ ତାଙ୍କ ନିଜ ବାସ
ଭବନରେ ମୃତ୍ୟୁ ବରଣ କରିଥିଲେ
ଓ ତାଙ୍କ ମୃତ୍ୟବରଣ କରିଥିବା ସମୟରେ ତାଙ୍କ ବଡ ପୁଅ ଅକ୍ଷୟ ଓ ସାନ ପୁଅ ସନ୍ତୋଷ ଏବଂ ଦୁଇ ବୋହୂ ଝିଅ ମାନେ ଉପସ୍ଥିତ।ଥିଲେ
ସେ ଜଣେ ନାମ ଓ ସାକ୍ରିର୍ତ୍ତିନ୍ୟା
ମାଷ୍ଟରଭାବେ ପରିଚିତ ଥିଲେ
ସ୍ୱାଇଁଙ୍କ ଆଖ ପାଖ 20ଖଣ୍ଡ ଗ୍ରାମରେ ସେ ମାନ ସକ୍ରିତ୍ୟନ
କଳା ଶିଖାଇ ପୁରସ୍କାର ପାଇଥିଲେ
ସ୍ୱାଇଁ ଜଣେ ମାଷ୍ଟର ଭାବେ ପରିଚିତ ଥିଲେ ଓ ଜକର ଗ୍ରାମରେ
ଥିବା ରାଧା କୃଷ୍ଣ ମନ୍ଧିରେ ସେ 15ବର୍ଷ ଧରିମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ ଏହି ମୃତ୍ୟୁ ବରଣ ପରାରିତ ହେବା ପରେ ଆଖା ପାଖ ଗ୍ରାମରେ ଶିକ୍ଷ୍ୟା ଦେଇଥିବା ସ୍ବାଇଁ ଙ୍କ ଛାତ୍ର ମାନେ ଶୁଣି ଜକର ଗ୍ରାମରେ ପହଞ୍ଚି ଛାତ୍ର ମାନେ ସ୍ୱାଇଁ ଙ୍କୁ ଜକର ଗ୍ରାମର ପ୍ରତୋକସାହି
ନାମ ସକ୍ରିତନ୍ୟ କରି ନଗରଭମଣ କରି ତାଙ୍କର ଶେଷକୃତ୍ୟ ସମ୍ପନ୍ନ
କରାଯିବାନେଇ ଆଜି ଜକର
ଗ୍ରାମରେ ଶୋ ଛାୟା ଖେଳିଯାଇଛି