ବ୍ରହ୍ମପୁର ୨୮/୭ :ଆଜିର ଏହି ବୈଠକ ରେ ସଭାପତି ଧନେଶ୍ୱର ନାୟକ,ସମ୍ପାଦକ ହରେକୃଷ୍ଣ ମିଶ୍ର,କୋଷାଧକ୍ଷ ପି ସଦାନନ୍ଦ ପାତ୍ର,ଉପସଭାପତି ସୌରୀ ପଣ୍ଡା,ଯୁଗ୍ମ ସମ୍ପାଦକ ସୁବାଷ ସାହୁ,ଟାଲୀ ଇଣ୍ଡିଆ ଲିମିଟେଡ଼ ର ଓଡିଶା ଶାଖା ମ୍ୟାନେଜର ନିଶିକାନ୍ତ ମହାନ୍ତି,ଟାଲି ବ୍ରହ୍ମପୁର ର ଡ଼ି ରାଜେଶ୍ୱର ରାଓ,ପ୍ରଡାକ୍ଟ ସପୋର୍ଟ ଶିବ ନାୟକ ଙ୍କ ସମେତ ସଙ୍ଘ ର ବହୁ ସଦସ୍ୟ ଉପସ୍ଥିତ ଥିଲେ ଆଜିର ବୈଠକ ର ମୂଳ ଲକ୍ଷ୍ୟ ହେଲା ସାଉଥ ଓଡିଶା ର ବିଦ୍ୟୁତ ଉପକରଣ ବିକ୍ରେତା ମାନେ TPSODL ଆସିବା ଦିନରୁ ବିଦୂତ ମିଟର ଓ ସର୍ଭିସ ତାର ବିକ୍ରି କରିପାରୁ ନାହଁ ନ୍ତି କାରଣ ସେ ସ୍ୱେର୍ଭିସ କଂନେକ୍ସନ ରେ ବାଧ୍ୟତା ମୂଳକ ଦେଉଛନ୍ତି ଏହା ଫଳରେ ସାଉଥ ଓଡିଶା ର ବ୍ୟବସାୟୀ ମାନେ ବ୍ୟବସାୟ କ୍ଷତି ସହୁଛନ୍ତି ତାହାସହ ସାଉଥ ଓଡ଼ିଶାର ଉପଭୋକ୍ତା ମାନେ ମଧ୍ୟ TPSODL ର ନିର୍ଦ୍ଧାରିତ ଡର ରେ କିଣୁଛନ୍ତି . ତାହା ଯଦି ଖୋଲା ବଜାର ରେ ବିକ୍ରି ହେବା ଜନସାଧାରଣ ଉଚିତ ଦରରେ ପାଇଁ ପାରିବେ ବର୍ତମାନ ଯେଉ ମିଟର ଟି ଟେଷ୍ଟିଙ୍ଗ ହେଉଛି ତାହା କେତେ ଦୂର ଭରସା ଯୋଗ୍ୟ ଜନସାଧାରଣ ବିଶ୍ୱାସ କରିପାରୁନାହାନ୍ତି କାରଣ ସେହି ସେବାଦାତା ଓ ବିକ୍ରେତା . ତେଣୁ ଜନସାଧାରଣ ବିଭିନ୍ନ ସମୟ ରେ TPSODL ଉପରେ ବିରକ୍ତି ପ୍ରକାଶ କରିବାରେ ଆମ ନଜର କୁ ଆସିଛି ତେଣୁ SCEDA ସାଉଥ ଓଡ଼ିଶାର ଗୋଟିଏ ଦାଇତ୍ୱ ବାନ ସଂଗଠନ ହିସାବ ରେ ସଭାପତି ଶ୍ରୀ ଧନେଶ୍ୱର ନାୟକଙ୍କ ନେତୃତ୍ୱ ରେ ଉତ୍ତର ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ OERC ଡିରେକଟର ଙ୍କୁ ତାର ଅଭିଯୋଗ ଜଣାଇବାକୁ ଯାଉଛି ଏବଂ ଏହାର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓ ବିଦ୍ୟୁତ୍ ମନ୍ତ୍ରୀଙ୍କୁ ଜଣାଇବ ଏହାର ଦ୍ଵିତୀୟ ଉଦେଶ୍ୟ ହେଲା ବର୍ତମାନ ଡିଜିଟାଲ ଦୁନିଆ ତେଣୁ ସାଉଥ ଓଡ଼ିଶାର ବ୍ୟବସାୟୀ ମାନେ କିପରି ନିଜ ପ୍ରତିଷ୍ଠାନ କୁ ଡିଜିଟାଲାଇଜେସନ କରିବେ ସେଥିପାଇଁ . ଭାରତ ର ଭରସା ଯୋଗ୍ୟ ଡିଜିଟାଲାଇଜେସନ ସଂସ୍ଥା ଟାଲୀ ଇଣ୍ଡିଆ ଲିମିଟେଡ଼ ର କର୍ମକର୍ତା ମାନଙ୍କୁ ଡାକି ଟ୍ରେନିଂ ର ବନ୍ଦୋବସ୍ତ କରାଯାଇଥିଲା ।
