ଉମରକୋଟ (ଲାଲଧର ଦୁର୍ଗା )ଉମରକୋଟ ବ୍ଲକ ତରଫରୁ ଅଭିପ୍ରାୟ ହୋଇଥିଲା ଡ଼ମ୍ବ ସମାଜ ଉମରକୋଟ ଅଞ୍ଚଳରେ ଏକ ପୁରାତନ ସମାଜ ଅଟେ ଏବଂ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରାୟ ଏହି ସମାଜ ବାସ କରୁଛନ୍ତି! ସ୍ୱାଧୀନତାର ପ୍ରାୟ 75ବର୍ଷ ପରେ ମଧ୍ୟ ସେହି ସମାଜ ଓଡିଶା ସରକାରଙ୍କ ଠାରେ ପଞ୍ଜିକୃତ ହୋଇଥିବା ସ୍ଵତେ ଏହି ସମାଜର ଜନସାଧାରଣ ଉମରକୋଟ ଅଞ୍ଚଳରେ ମୌଳିକ ଅଧିକାରରୁ ବଞ୍ଚିତ ହୋଇଆସୁଛନ୍ତି ସର୍ବେପରି ସରକାରଙ୍କର ମୁଖ୍ୟ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିବା ସ୍ଵତେ ଏବର୍ଗର ଲୋକମାନଙ୍କ ପ୍ରତିଟି ଅଧିକାରକୁ ଡ଼ମ୍ବ ଜାତିର ହୋଇ ନ ଥିବା ବ୍ୟକ୍ତିମାନେ ସରକାରୀ କ୍ଷେତ୍ରରେ ସୁବିଧା ସୁଯୋଗ ନେଇଯାଉଥିବା ଅଭିଯୋଗ ଆଣିଛନ୍ତି! ସେମାନଙ୍କ ଅଭିଯୋଗରେ ଡ଼ମ୍ବ ଖ୍ରୀଷ୍ଟିଆନ ମାନେ ଏସ. ସି. ପ୍ରଣାମ ପତ୍ର ନେଉଛନ୍ତି ଓ ବଙ୍ଗିଓ ସମ୍ପ୍ରଦାୟ ବ୍ୟକ୍ତିମାନେ ଏସ. ସି. ପ୍ରଣାମ ପତ୍ର ପାଉଛନ୍ତି ଏହା ଫଳରେ ସରକାରଙ୍କ ପ୍ରକୃତ ଅନୁସୂଚିତ ଜାତି ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ପରି ସରକାରୀ କାର୍ଯ୍ୟଳୟରେ ମଧ୍ୟ୍ୟ ଏସ. ସି. ଡ଼ମ୍ବ ଜାତି ଲୋକଙ୍କୁ ଅଧିକାର ମିଳୁନାହିଁ! ନିଯୁକ୍ତି ଅଣଜାତି ବ୍ୟକ୍ତିଅଧିକାର ପାଉଛନ୍ତି ଏହି ଦାବି ଡ଼କ୍ଟର ଆମ୍ବେଦକର ଡ଼ମ୍ବ ସମାଜ ଉମରକୋଟ ବ୍ଲକ ତରଫରୁ ଜଣାଇ ବିଭିନ୍ନ ପ୍ରଣାମପତ୍ର ଦାବି ସ୍ଵତେ ସୁବିଧା ଓ ଅନ୍ୟାନ ଅଧିକାର ଦେବା ପାଇଁ ଉମରକୋଟ ବ୍ଲକ ସଭାପତି ଶ୍ରୀଯୁକ୍ତ ବିମଲ ବାଘ ବେହେଡ଼ା ପଂଚାୟତ ସଭାପତି ଶ୍ରୀ ଦେବା ଦୁର୍ଗା କୁର୍ଷୀ ପଂଚାୟତ ସଭାପତି ଶ୍ରୀ ପଦ୍ମନ ଜଗତ ତହରା ପଂଚାୟତ ସଭାପତି ଶ୍ରୀ ସୋନାଧର ସୁନା ବେହେଡ଼ା ରାଜସ୍ୱନିରୀକକ୍ଷ ଅଧିକାରୀକୁ ଦାବିପତ୍ର ଦେଇଛନ୍ତି

