You are currently viewing ବଡବରଗାଁ ରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନ ରଣନିତୀ ପ୍ରକ୍ରିୟା ଆରମ୍ଭ ।
ବଡବରଗାଁ ରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନ ରଣନିତୀ ପ୍ରକ୍ରିୟା ଆରମ୍ଭ ।

ପୁରୁଷୋତ୍ତମପୁର , ୦୧/୦୯ -:- ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବବଡବରଗାଁ ରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ତାର ନିର୍ବାଚନ ରଣନିତୀଡବରଗାଁ ରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ତାର ନିର୍ବାଚନ ରଣନିତୀ |ଘୁମୁସର ଜିଲା ସଂପାଦକ ଯଜ୍ଞ ନାରାୟଣ ଦାଶ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ବରିଷ୍ଟ ରାଜ୍ଯସ୍ତରିୟ ନେତ୍ରୀ ଅନିତା ସୁଭଦର୍ଶନୀ , ରାଜ୍ଯକାର୍ଯକାରିଣୀ ସଦସ୍ଯ ଅରୁଣ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକଅନିଲକୁମାର ପଣ୍ଡା, ପ୍ରୁଥିବୀରାଜ ମହାପାତ୍ର , ପ୍ରତାପ ନାୟକ ଙ୍କ ସମେତ ବହୁ ବରିଷ୍ଟ ନେତାମାନେ ଯୋଗ ଦେଇଥିଲେ|

ଏମାନେ ଦଳୀୟ କର୍ମୀଙ୍କ ଦ୍ବାରା ଆୟୋଜିତ ବିରାଟ ଶୋଭାଯାତ୍ରାରେ କଳସ ଧରି ଗ୍ରାମରେ ଘରକୁ ଘର ଯାଇ ଜନସାଧାରଣ ଙ୍କ ନିକଟରୁ ବୀର ସହିଦ ଙ୍କ ଉଦେଶ୍ଯରେ ନିର୍ମାଣ ହେବାକୁଥିବା ଅମ୍ରୁତ ବାଟିକା ଲାଗି ମ୍ରୁତିକା ସଂଗ୍ରହ କରିଥିଲେ| ଗ୍ରାମରେ ମହିଳା ମାନେ ଭାବପୁର୍ଣ୍ଣ ସମ୍ବର୍ଦ୍ଧନା ଜଣାଇ ମାଟିକୁ ଦେଇଥିଲୋ ଏହା ସହ ଆୟୋଜିତ ଭୋଟର ସଚେତନତା ସଭାରେ ଯୋଗଦେଇ ଯୁବ ଗୋଷ୍ଟି ମାନଙ୍କୁ ସଚେତନ କରାଇ ରାଜ୍ଯ ସରକାର ଙ୍କୁ ଅପାରଗତା କହି ତିବ୍ର ସମାଲୋଚନା କରି ଆଗାମି ସାଧାରଣ ନିର୍ବାଚନରେ ବିଜୁଜନତା ଦଳକୁ କ୍ଷମତାରୁ ହଟାଇବାଲାଗି ଆହ୍ବାନ ଦେଇଥିଲେ |

ଏଥିରେ ବହୁ ଦଳୀୟକର୍ମୀ ମାନେ ଯୋଗ ଦେଇଥିଲେ ଏବଂ ପୂର୍ବତନ ବଡ଼ Effect ର ପୂର୍ବତନ ବିଜେଡି ର ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ନୟନ ବେହେରା ଙ୍କ ସମର୍ଥନ ରେ ପ୍ରାୟ ଏକସହ ରୁ ଦେଢ଼ ସହ କର୍ମୀ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି |

ଏହାଦ୍ୱାରା ବିଜେପିର କର୍ମୀ ବଢିବା ସହ ଆଗାମୀ ଦିନରେ ବିଜେପି ବହୁତ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ