You are currently viewing ଅଗ୍ନି ବିପନ୍ନଙ୍କୁ ଭେଟିଲେ କୋଦଳା ଏନଏସି ଅଧ୍ୟକ୍ଷ
ଅଗ୍ନି ବିପନ୍ନଙ୍କୁ ଭେଟିଲେ କୋଦଳା ଏନଏସି ଅଧ୍ୟକ୍ଷ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତର ଗୁଡ଼ିଆଳି ଗ୍ରାମରେ ଅପରାହ୍ନ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ୯ ଜଣଙ୍କ ୧୫ ବଖରା ଘର ଜଳିପୋଡି ନଷ୍ଟ ହୋଇଯାଇଛି।ଅଞ୍ଚଳ ପାଇଁ ଏହା ଏକ ଦୁଖଃଦ ଖବର ହୋଇଥିବା ବେଳେ ଅଗ୍ନି ବିପନ୍ନଙ୍କ ନିକଟରେ କୋଦଳା ଏନଏସି ଅଧ୍ୟକ୍ଷ ପହଁଚି ସହାୟତା ପ୍ରଦାନ କରିବା ସହ କିଭଳି ସେମାନଙ୍କୁ ସରକାରୀ ସହାୟତା ମିଳିପାରିବ ପ୍ରଶାସନଙ୍କୁ ନିବେଦନ କରିଛନ୍ତି।