ଆଜି ନିଆରା ଢଙ୍ଗରେ ସେବାଯୋଗାଇଛି ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଓଡିଶାର କଟକ ଜିଲ୍ଲାର ବାଙ୍କୀ ବ୍ଲକ ଶାଖା।ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଇଲା ସବୁଜ ପନି ପରିବା।
ଏହି କ୍ରମରେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ବାଙ୍କୀ ବ୍ଲକ ଶାଖାର ସଭାପତି ବିଭୁତି ମହାପାତ୍ର ଏବଂ, ସମ୍ପାଦକ,ଭାସ୍କର ରଣା ଙ୍କ ସମେତ ବ୍ଲକର ପରିଚାଳକ ସଦସ୍ୟ ମାନେ ଏକତ୍ରିତ ହୋଇ ସ୍ଥାନୀୟ ,,,,,,,,,,,,ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପରିବାପତ୍ର ସହ ରାସନ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ପ୍ରଦାନ କରିଥିଲେ।ଏ ନେଇ ବିଦ୍ୟାଳୟ କତ୍ତୃପକ୍ଷ ଖୁସି ବ୍ୟକ୍ତ କରିବା ସହ ସଂଘର ଉନ୍ନତି କାମନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକର ସମସ୍ତ ପରିଚାଳକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଧନ୍ୟବାଦ ବାଦ ଜଣେଇ ଛନ୍ତି ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର, ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର, ଓ ଜିଲ୍ଲା ସଭାପତି ପରମଶୈବ ମାନସ ରଞ୍ଜନ ରଣା ଓ ଜିଲ୍ଲା ସମ୍ପାଦକ ଭାଗିରଥି ରଣା ଓ ରାଜ୍ୟ ନେତୃତ୍ୱ ମଣ୍ଡଳୀ

